X

Pradhan mantri awas yojana News

alt
ପିଏମ୍ କିଷାନ ଓ କାଳିଆ ଯୋଜନା ମିଶ୍ରଣ ପରେ, ପିଏମ୍ ଆବାସ ସହ ବିଜୁ ପକ୍କା ଘର ଯୋଜନା ମିଶିବା ନେଇ ଚର୍ଚ୍ଚା । ପିଏମ୍ ଆବାସରେ କେନ୍ଦ୍ର ଦେଉଛି ୬୦ ପ୍ରତିଶତ ଅର୍ଥ, ରାଜ୍ୟର ୪୦ ପ୍ରତିଶତ । ତେଣୁ ଏହା ମିଳିତ ଯୋଜନା ହେବା ଆବଶ୍ୟକ : ବିଜେଡି କେନ୍ଦ୍ରୀୟ ଯୋଜନାକୁ ଚଞ୍ଚକତା କରି ହଡ଼ପ କରୁଛନ୍ତି ରାଜ୍ୟ ସରକାର : ବିଜେପି ଟାକ୍ସ ଆଦାୟ କମୁଛି, ଅନ୍ୟ କୌଣସି ବିକଳ୍ପ ନାହିଁ : କଂଗ୍ରେସ କେନ୍ଦ୍ର ସହ ରାଜ୍ୟ ସରକାରଙ୍କ ଯୋଜନା ମିଶୁଛି କାହିଁକି ? ରାଜ୍ୟର ମିଶ୍ରଣ ଯୋଜନାକୁ ଗ୍ରହଣ କରିବ କି କେନ୍ଦ୍ର ? ତମାମ ବିଷୟକୁ ନେଇ ଆଜିର ବତର୍କ 'ମିଶିବ ପିଏମ୍ ଓ ସିଏମ୍ ଘର' ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Dec 15,2019, 0:20 AM IST
alt
ପୁଣି ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଣରେ ଦୁର୍ନୀତି, ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା, ଯୋଜନାର ସଫଳ ରୂପାୟନ ହେବା ସହ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ସରକାର ସ୍ୱପ୍ନ ଦେଖାଇଥିଲେ । ହେଲେ ଚତୁରତାର ସହ ଏସବୁ ଅର୍ଥକୁ ଲୁଟ କରୁଛନ୍ତି ପିଇଓ ଓ ଜିଆରଏସ, ସେପଟେ ଅଭିଯୋଗ ପରେ ବି ପ୍ରଶ୍ନାସନର ଭାଙ୍ଗୁନି କୁମ୍ଭକର୍ଣ୍ଣ ନିଦ୍ରା । ସମ୍ପୂର୍ଣ୍ଣ ଖବର ପାଇଁ ଦେଖନ୍ତୁ ଜୀ ଓଡ଼ିଶାର 'ଖବର ଡାଏରୀର'ର ସ୍ୱତନ୍ତ୍ର ରିପୋର୍ଟ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Aug 30,2019, 18:50 PM IST
alt
Jun 7,2018, 13:07 PM IST
Read More

Trending news