Farmers Protest: ଉଗ୍ର ରୂପ ନେଉଛି କୃଷକଙ୍କ ଆନ୍ଦୋଳନ, ସରକାରଙ୍କ ସହ ୪ଥର ବୌଠକ ପରେ ଫଳାଫଳ ଶୂନ, କେଉଁଠାରେ ସମସ୍ୟା?

Farmers Protest: କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷକମାନଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ନଦେବାକୁ ପୋଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୃଷକମାନେ ୮ ଦିନ ଧରି ଶମ୍ଭୁ ବୋର୍ଡରରେ ଧାରଣା ଦେଇଛନ୍ତି ଓ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଛନ୍ତି। ସରକାରଙ୍କ ସହ ୪ଥର ଆଲୋଚନା ହୋଇଛି, କିନ୍ତୁ ଫଳାଫଳ ଶୂନ। ତେବେ ଆସନ୍ତୁ ଜାଣିବା ସମସ୍ୟା କେଉଁଠାରେ ଅଛି?

Farmers Protest: ଉଗ୍ର ରୂପ ନେଉଛି କୃଷକଙ୍କ ଆନ୍ଦୋଳନ, ସରକାରଙ୍କ ସହ ୪ଥର ବୌଠକ ପରେ ଫଳାଫଳ ଶୂନ, କେଉଁଠାରେ ସମସ୍ୟା?
Image Credit: Farmers Protest

About the Author