Farmers Protest: କୃଷକ ଆନ୍ଦୋଳନ ପାଇଁ ବନ୍ଦ ରହିବ ଟ୍ରେନ୍ ଚଳାଚଳ, ଜାଣନ୍ତୁ କେଉଁ ରୁଟ୍ ଗଡ଼ିବନି...

Farmers Protest: କୃଷକମାନେ ପୁଣି ଥରେ ଦେଶର ରାଜଧାନୀ ଦିଲ୍ଲୀରେ ସେମାନଙ୍କର ଦାବି ନେଇ ବିରୋଧ ପ୍ରଦର୍ଶନ କରିବ ଆରମ୍ଭ କରିଛନ୍ତି। ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି, କିନ୍ତୁ ସୀମାରେ ସେମାନଙ୍କୁ ଅଟକାଇ ଦିଆଯାଇଛି। ପୋଲିସ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ଚଳାଇଛି।

Farmers Protest: କୃଷକ ଆନ୍ଦୋଳନ ପାଇଁ ବନ୍ଦ ରହିବ ଟ୍ରେନ୍ ଚଳାଚଳ, ଜାଣନ୍ତୁ କେଉଁ ରୁଟ୍ ଗଡ଼ିବନି...

About the Author