Anubhav-Varsha Divorce: Anniversaryର ଦିନକ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ! ଅଲଗା ହେଲେ ବର୍ଷା-ଅନୁଭବ

Anubhav-Varsha Divorce: ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ କଳିରେ ପଡ଼ିଛି ପୂର୍ଣ୍ଣଛେଦ। ବିଧିବଦ୍ଧ ଭାବରେ ଅଲଗା ହୋଇଛନ୍ତି ଓଲିଉଡର ସୁପରହିଟ୍ ଯୋଡ଼ି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଏ ନେଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।

Anubhav-Varsha Divorce: Anniversaryର ଦିନକ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ! ଅଲଗା ହେଲେ ବର୍ଷା-ଅନୁଭବ

About the Author