Forbes India Top 100 Richest List 2023: ଫୋର୍ବସ୍ ଦ୍ୱାରା ପ୍ରକାଶିତ ୧୦୦ ଧନୀ ଭାରତୀୟ ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନ ପାଇଛନ୍ତି ଓ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନ ରହିଛନ୍ତି । ଉଭୟଙ୍କ ସମ୍ପତ୍ତି ଯଥାକ୍ରମେ ୯୨ ବିଲିୟନ ଡଲାର ଓ ୬୮ ବିଲିୟନ ଡଲାର ଅଟେ । ଏହି ତାଲିକାରେ ଶିବ ନାଦର ତୃତୀୟ ସ୍ଥାନରେ ଅଛନ୍ତି, ଯାହାଙ୍କ ମାନ୍ୟତାରେ ଗତ ବର୍ଷ ତୁଳନାରେ ୨ଟି ସ୍ଥାନ ବୃଦ୍ଧି ପାଇଛି। ଏଠାରେ ଦେଖନ୍ତୁ ପୂରା ତାଲିକା-
- ମୁକେଶ ଅମ୍ବାନୀ- ୯୨ ବିଲିୟନ ଡଲାର
- ଗୌତମ ଆଦାନୀ- ୬୮ ବିଲିୟନ ଡଲାର
- ଶିବ ନାଦର- ୨୯.୩ ବିଲିୟନ ଡଲାର
- ସାବିତ୍ରୀ ଜିନ୍ଦଲ- ୨୪ ବିଲିୟନ ଡଲାର
- ରାଧାକୀଶନ୍ ଦାମନୀ- ୨୩ ବିଲିୟନ ଡଲାର୍
- ସାଇରସ୍ ପୁନାୱାଲା - ୨୦.୭ ବିଲିୟନ ଡଲାର
- ହିନ୍ଦୁଜା ଫେମିଲି- ୨୦ ବିଲିୟନ ଡଲାର
- ଦିଲୀପ ଶାଙ୍ଗଭି- ୧୯ ବିଲିୟନ ଡଲାର
- କୁମାର ବିର୍ଲା- ୧୭.୫ ବିଲିୟନ ଡଲାର
- ଶପୁର ମିଷ୍ଟ୍ରି ଆଣ୍ଡ ଫେମିଲି - ୧୬.୯ ବିଲିୟନ ଡଲାର
- ସୁନୀଲ ମିତ୍ତଲ- ୧୬.୮ ବିଲିୟନ ଡଲାର
- ଗୋଡ୍ରେଜ ପରିବାର- ୧୬.୭ ବିଲିୟନ ଡଲାର
- ଲକ୍ଷ୍ମୀ ମିତ୍ତଲ- ୧୫.୯ ବିଲିୟନ ଡଲାର
- ବଜାଜ ପରିବାର- ୧୫ ବିଲିୟନ ଡଲାର
- ଉଦୟ କୋଟାକ୍- ୧୩.୪ ବିଲିୟନ ଡଲାର
- କୁଶଲ ପାଲ - ୧୧.୯ ବିଲିୟନ ଡଲାର
- ଆଜିମ ପ୍ରେମଜୀ- ୧୧.୬ ବିଲିୟନ ଡଲାର
- ରବି ଜୟପୁରିଆ - ୧୧.୫ ବିଲିୟନ ଡଲାର
- ମଧୁକର ପାରେଖ- ୧୧.୧ ବିଲିୟନ ଡଲାର
- ବର୍ମାନ ପରିବାର- ୮.୯ ବିଲିୟନ ଡଲାର
- କୁଲଦୀପ ସିଂ ଏବଂ ଗୁରୁବାଚନ ସିଂ - ୮.୨ ବିଲିୟନ ଡଲାର
- ଦାନି ପରିବାର- ୮ ବିଲିୟନ ଡଲାର
- ସୁଧୀର ଏବଂ ସମୀର ମେହେଟ୍ଟା - ୭.୯ ବିଲିୟନ ଡଲାର
- ହସମୁଖ ଚୁଡଗର - ୭.୭ ବିଲିୟନ ଡଲାର
- ମୁରୁଗାପ୍ପା ପରିବାର- ୭.୩ ବିଲିୟନ ଡଲାର
- ବେନୁ ଗୋପାଳ ବଙ୍ଗୁର- ୭.୨ ବିଲିୟନ ଡଲାର
- ଏମଏ ୟୁସୁଫ୍ ଅଲି- ୭.୧ ବିଲିୟନ ଡଲାର
- ରେଖା ଝୁଞ୍ଜୁନୱାଲା- ୭ ବିଲିୟନ ଡଲାର
- ରମେଶ ଏବଂ ରାଜୀବ ଜୁନ୍ଜା - ୬.୯ ବିଲିୟନ ଡଲାର
- ବିନୋଦ ଏବଂ ଅନିଲ ରାୟ ଗୁପ୍ତା - ୬.୭ ବିଲିୟନ ଡଲାର
- ମଙ୍ଗଲ ପ୍ରଭାତ ଲୋଡା - ୬.୬ ବିଲିୟନ ଡଲାର
- ଇନ୍ଦର ଜୈସିଙ୍ଗାନି- ୬.୪ ବିଲିୟନ ଡଲାର
- ମୁରଲୀ ଡିଭି- ୬.୩ ବିଲିୟନ ଡଲାର
- ମହେନ୍ଦ୍ର ଚୋକସି- ୬.୨ ବିଲିୟନ ଡଲାର
- ବିକ୍ରମ ଲାଲ- ୬.୧ ବିଲିୟନ ଡଲାର
- ପଙ୍କଜ ପଟେଲ- ୬ ବିଲିୟନ ଡଲାର
- କଠୋର ମାରିୱାଲା- ୫.୯ ବିଲିୟନ ଡଲାର
- ଗିରିଧାରୀ ଲାଲ ବାୱ୍ରି, ରାଜେନ୍ଦ୍ର ଅଗ୍ରୱାଲ ଏବଂ ବନୱାରୀ ଲାଲ ବାୱ୍ରି - ୫.୮୫ ବିଲିୟନ ଡଲାର
- କପିଲ ଏବଂ ରାହୁଲ ଭାଟିଆ - ୫.୮ ବିଲିୟନ ଡଲାର
- ନିତିନ ଏବଂ ନିଖିଲ କାମାଟ - ୫.୫ ବିଲିୟନ ଡଲାର
- ୱକିଲ ପରିବାର - ୫.୩ ବିଲିୟନ ଡଲାର
- ବିଜୟ ଚୌହାନ- ୫ ବିଲିୟନ ଡଲାର
- ମୁଥୁଟ୍ ପରିବାର- ୪.୯ ବିଲିୟନ ଡଲାର
- ରେଣୁକା ଜାଗଟିଆନ୍- ୪.୮ ବିଲିୟନ ଡଲାର
- ଲୀନା ତିୱାରୀ- ୪.୭୫ ବିଲିୟନ ଡଲାର
- ଶ୍ରୀଧର ଭେମ୍ବୁ - ୪.୭ ବିଲିୟନ ଡଲାର
- ସିଂ ପରିବାର- ୪.୬ ବିଲିୟନ ଡଲାର
- ନାରାୟଣ ମୁର୍ତ୍ତୀ - ୪.୫ ବିଲିୟନ ଡଲାର
- ଚନ୍ଦ୍ର ରାହେଜା- ୪.୪୫ ବିଲିୟନ ଡଲାର
- ଆନନ୍ଦ ଆଲୁକ୍କାସ୍- ୪.୪ ବିଲିୟନ ଡଲାର
- ୟୁସୁଫ ହମିଦ- ୪.୩ ବିଲିୟନ ଡଲାର
- ନସଲି ୱାଡିଆ- ୪.୨ ବିଲିୟନ ଡଲାର
- ବିବେକ ଚାନ୍ଦ ସେହଗଲ୍ - ୪.୧ ବିଲିୟନ ଡଲାର
- ପିପି ରେଡ୍ଡି- ପିଭି କୃଷ୍ଣ ରେଡ୍ଡି- ୪.୦୫ ବିଲିୟନ ଡଲାର
- ବାବା କଲ୍ୟାଣୀ- ୩.୮ ବିଲିୟନ ଡଲାର
- ଅଜୟ ପିରାମଲ- ୩.୭୫ ବିଲିୟନ ଡଲାର
- ଶ୍ୟାମଶୀର ଭାୟାଲିଲ- ୩.୭ ବିଲିୟନ ଡଲାର
- ବିକାଶ ଓବରୋଇ - ୩.୬୫ ବିଲିୟନ ଡଲାର
- ଅରବିନ୍ଦ ପୋଦ୍ଦାର- ୩.୬୪ ବିଲିୟନ ଡଲାର
- ଦିଲୀପ ଏବଂ ଆନନ୍ଦ ସୁରନା - ୩.୬ ବିଲିୟନ ଡଲାର
- ସାଲିଲ ସିଙ୍ଗଲ- ୩.୫୫ ବିଲିୟନ ଡଲାର
- ପୱନ ମୁଞ୍ଜାଲ- ୩.୫ ବିଲିୟନ ଡଲାର
- କରଶନଭାଇ ପଟେଲ- ୩.୪୫ ବିଲିୟନ ଡଲାର
- ରବି ମୋଦୀ- ୩.୪ ବିଲିୟନ ଡଲାର
- ସନ୍ଦୀପ ଇଞ୍ଜିନିୟର- ୩.୩୫ ବିଲିୟନ ଡଲାର
- ଅଭୟ ଫିରୋଡିଆ- ୩.୩ ବିଲିୟନ ଡଲାର
- ସେନାପତି ଗୋପାଳକୃଷ୍ଣନ୍ -୩.୨୫ ବିଲିୟନ ଡଲାର
- ଆଚାର୍ଯ୍ୟ ବାଲାକ୍ରିଷ୍ଣା- ୩.୨୩ ବିଲିୟନ ଡଲାର
- ରବି ପିଲ୍ଲାଇ- ୩.୨ ବିଲିୟନ ଡଲାର
- ରାଜନ ରାହେଜା- ୩.୧୫ ବିଲିୟନ ଡଲାର
- ବଜରଙ୍ଗଲାଲ ତାପରିଆ - ୩.୧୪ ବିଲିୟନ ଡଲାର
- ଅରୁଣ ଭାରତ ରାମ - ୩.୧୧ ବିଲିୟନ ଡଲାର
- ୟାଦୁ ହରି ଡାଲମିଆ ଏବଂ ପରିବାର - ୩.୧ ବିଲିୟନ ଡଲାର
- ଶ୍ୟାମ ହରି ଭାରତିଆ- ୩.୦୫ ବିଲିୟନ ଡଲାର
- ରେଡ୍ଡୀ ପରିବାର- ୩ ବିଲିୟନ ଡଲାର
- ହର୍ଷ ଗୋଏଙ୍କା - ୨.୯୫ ବିଲିୟନ ଡଲାର
- ନନ୍ଦନ ନିଲେକାନି- ୨.୯୪ ବିଲିୟନ ଡଲାର
- ସନି ଭର୍କି- ୨.୯୩ ବିଲିୟନ ଡଲାର
- ଲକ୍ଷ୍ମଣ ଦାସ ମିତ୍ତଲ- ୨.୯୨ ବିଲିୟନ ଡଲାର
- ଗୁପ୍ତ ପରିବାର- ୨.୯୧ ବିଲିୟନ ଡଲାର
- ବିବେକ ଜୈନ- ୨.୯ ବିଲିୟନ ଡଲାର
- କାଲାନିଥୀ ମାରନ୍ - ୨.୮୫ ବିଲିୟନ ଡଲାର
- ଅମାଲଗାମେସନ୍ ପରିବାର- ୨.୮୪ ବିଲିୟନ ଡଲାର
- ସଞ୍ଜୀବ ଗୋଏଙ୍କା - ୨.୮ ବିଲିୟନ ଡଲାର
- ସୁନ୍ଦର ଜିନୋମାଲ୍ -୨.୭୯ ବିଲିୟନ ଡଲାର
- ରାଜନ ପାଏ - ୨.୭୫ ବିଲିୟନ ଡଲାର
- ଅନୁ ଆଗା - ୨.୭ ବିଲିୟନ ଡଲାର
- ଫାଲଗୁନି ନାୟାର- ୨.୬୫ ବିଲିୟନ ଡଲାର
- ରାଫିକ୍ ମଲିକ୍- ୨.୬୨ ବିଲିୟନ ଡଲାର
- ଆନନ୍ଦ ମହିନ୍ଦ୍ରା - ୨.୬ ବିଲିୟନ ଡଲାର
- ନିର୍ମଳା ମୀଣ୍ଡା- ୨.୫୫ ବିଲିୟନ ଡଲାର
- କିରଣ ମଜୁମଦାର ଖାଁ - ୨.୫୨ ବିଲିୟନ ଡଲାର
- ଅନୁରାଗ ଜୈନ- ୨.୫ ବିଲିୟନ ଡଲାର
- ପ୍ରତାପ ରେଡ୍ଡୀ - ୨.୪୮ ବିଲିୟନ ଡଲାର
- ଭେନୁ ଶ୍ରୀନିବାସନ୍- ୨.୪୬ ବିଲିୟନ ଡଲାର
- ଭରଦେଶ ଶାହା- ୨.୪୫ ବିଲିୟନ ଡଲାର
- ର। ଦୀନେଶ- ୨.୪ ବିଲିୟନ ଡଲାର
- ପିଭି ରାମପ୍ରସାଦ ରେଡ୍ଡୀ - ୨.୩୫ ବିଲିୟନ ଡଲାର
- ଆର.ଜି ଚନ୍ଦ୍ରମୋଗନ - ୨.୩୪ ବିଲିୟନ ଡଲାର
- କେପି ରାମାସାମୀ - ୨.୩ ବିଲିୟନ ଡଲାର