Gold Price Today: ଆଜି ସୁନା କିଣିବା ପାଇଁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର
Advertisement
Article Detail0/zeeodisha/odisha2262877

Gold Price Today: ଆଜି ସୁନା କିଣିବା ପାଇଁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର

Gold Silver Price: ଆଗକୁ ଆସୁଛି ବିବାହ ସିଜିନ୍ । ଆଉ ତା ପୂର୍ବରୁ, ସୁନା ଦର ଆକାଶ ଛୁଆଁ ହୋଇଛି।  ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Gold Price Today: ଆଜି ସୁନା କିଣିବା ପାଇଁ ପ୍ଲାନ୍ କରୁଛନ୍ତି କି? ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ରହିଛି ଦର

Gold Silver Price: ଆଗକୁ ଆସୁଛି ବିବାହ ସିଜିନ୍ । ଆଉ ତା ପୂର୍ବରୁ, ସୁନା ଦର ଆକାଶ ଛୁଆଁ ହୋଇଛି। ସୁନା କିଣିବାକୁ  ଗ୍ରାହକଙ୍କୁ ଡ଼ର ଲାଗୁଛି। ଚଳିତ ବର୍ଷ ସୁନା ଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଛି। ବର୍ତ୍ତମାନ, ଦେଶରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୭୦ ହଜାର ପାର୍ କରି ସାରିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: Bhadra Rajyog 2024: ଏହି ସବୁ ରାଶିଙ୍କୁ ମାଲେମାଲ୍ କରିବ ଭଦ୍ରା ରାଜଯୋଗ, ନୂଆ ଚାକିରି ସୁଯୋଗ ସହ ପ୍ରେମୀଯୁଗଳଙ୍କ ଜୀବନରେ ଆସିବ ମଧୁରତା

ALSO READ: Petrol Diesel Price Today: ପୁଣି ବଢ଼ିଲା ତୈଳ ଦର, ଭୁବନେଶ୍ବରରେ ପେଟ୍ରୋଲ-ଡିଜେଲ୍ ଲିଟର ପିଛା ...

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୪,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୨,୪୪୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇ ନାହିଁ। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୫୯୦ ଟଙ୍କା ରହିଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୪୦୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୨,୪୪୦ ଟଙ୍କା ରହିଛି ।  

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୨,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୫୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨,୪୪୦ ଟଙ୍କା ରହିଛି ।