Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ଏତିକି ରହିଛି ଭରି ପିଛା ସୁନା..

Gold Rate Today: ଏବେ ବିବାହ ଋତୁ ଚାଲିଛି। କିଛି ଦିନ ଆଜି ସୁନା ଦରରେ ପରିବର୍ତ୍ତନ ହୋଇଛି । ଗତ କାଲି ଅପେକ୍ଷା ଆଜି ଗ୍ରାମ ପିଛା ମାତ୍ର ୧ ଟଙ୍କା ଖସିଛି ସୁନା ଦର। ମାତ୍ର ଗ୍ରାମ ପିଛା ୧୮ କ୍ୟାରେଟ୍ ସୁନା ଦାମ୍ ବୃଦ୍ଧି ପାଇଥିବା ଦେଖଇବାକୁ ମିଳିଛି।ଯାହାକି ଗ୍ରାହାକଙ୍କୁ ସେତେଟା ଖୁସି କରିପାରି ନାହିଁ।

Gold Rate Today: ଖସିଲା ସୁନା ଦର, ଭୁବନେଶ୍ୱରରେ ଏତିକି ରହିଛି ଭରି ପିଛା ସୁନା..

About the Author