Central cabinet hikes sugarcane rate: ଆଖୁ ଚାଷୀଙ୍କ ପାଇଁ ଖୁସି ଖବର, ନିର୍ଦ୍ଧାରିତ ମୂଲ୍ୟରେ ପରିବର୍ତ୍ତନ

Central cabinet hikes sugarcane rate: ଆସନ୍ତା ଅକ୍ଟୋବର ୧, ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆସନ୍ତା ଆଖୁର ମୂଲ୍ୟ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୩୪୦ଟଙ୍କା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ପୂର୍ବରୁ ୩୧୫ ଟଙ୍କା ଥିଲା ।

Central cabinet hikes sugarcane rate: ଆଖୁ ଚାଷୀଙ୍କ ପାଇଁ ଖୁସି ଖବର, ନିର୍ଦ୍ଧାରିତ ମୂଲ୍ୟରେ ପରିବର୍ତ୍ତନ

About the Author