ବଜେଟ୍ 2024: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ଗତଥରର ଆୟକର ସ୍ଲାବ ଏଥର ଲାଗୁ

Budget 2024: ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଶୀଘ୍ର ଗୃହ ଯୋଜନା ଆଣିବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ମାଧ୍ୟମରେ ସମସ୍ତେ ସୁଲଭ ମୂଲ୍ୟରେ ଘର ପାଇବେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ ଉତ୍ତମ ରେଳ ସୁବିଧା ଯୋଗାଇବା ସରକାରଙ୍କ ଧ୍ୟାନ। ଏହି କାରଣରୁ ସରକାର ବନ୍ଦେ ଭାରତ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଏହି ଅନୁଯାୟୀ ୪୦ଟି ଟ୍ରେନର ବଗି ନବୀକରଣ କରାଯିବ।

ବଜେଟ୍ 2024: ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ, ଗତଥରର ଆୟକର ସ୍ଲାବ ଏଥର ଲାଗୁ

About the Author