ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବେ ୧ ଘଣ୍ଟାରୁ କମ୍ ସମୟରେ ! ପ୍ରସ୍ତୁତ ହେଲା ସୁପରସୋନିକ୍ ଜେଟ୍

X 59 Supersonic Aircraft: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଓ ଏରୋସ୍ପେସ୍ ପ୍ରମୁଖ ଲକହିଡ୍ ମାର୍ଟିନ ଆନୁଷ୍ଠାନିକ ଭାବରେ X-59 କମ୍ ଶବ୍ଦ ସୁପରସୋନିକ୍ ବିମାନ ଉନ୍ମୋଚନ କରିଛନ୍ତି, ଯାହା ନୂତନ ପିଢୀର ବାଣିଜ୍ୟିକ ବିମାନାର ମାର୍ଗକୁ ପ୍ରଶସ୍ତ କରିଛି । ଯାହା ଧ୍ୱନିର ଗତିଠାରୁ ଅଧିକ ଦ୍ରୁତ ଗତିରେ ଯାତ୍ରା କରିପାରିବ ।

ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବେ ୧ ଘଣ୍ଟାରୁ କମ୍ ସମୟରେ ! ପ୍ରସ୍ତୁତ ହେଲା ସୁପରସୋନିକ୍ ଜେଟ୍

About the Author