Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍

Lokmanya Tilak Train Accident: ରବିବାର ଅପରାହ୍ନରେ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଫାଟକ ଅତିକ୍ରମ କରିବା ସମୟରେ ଲୋକମାନ୍ୟ ତିଲକ ଟ୍ରେନ୍ ଏକ ଜେସିବିକୁ ଧକ୍କା ଦେଇଛି ।

Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍

About the Author