Odisha News: ଜାତୀୟ ବିଜ୍ଞାନ ଦିବସ ପାଳିତ

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଫାକଲ୍ଟି ଅଫ୍ ସାଇନ୍ସ’ ଦ୍ୱାରା ୨୮ ଫେବ୍ରୁଆରୀ ୨୦୨୪ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହାର ଥିମ୍ ରହିଥିଲା ‘ବିକଶିତ ଭାରତର ଗଠନ ନିମନ୍ତେ ବୈଷୟିକ ଜ୍ଞାନକୌଶଳ। ଏହି ଅବସରରେ ବିଜ୍ଞାନ କ୍ଲବ୍ ସହଯୋଗରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା

Odisha News: ଜାତୀୟ ବିଜ୍ଞାନ ଦିବସ ପାଳିତ

About the Author