Swayam Yojana: ସ୍ୱୟମ୍ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର, ଏପରି କରନ୍ତୁ ଆବେଦନ

Odisha Government Swayam Scheme 2024: ଏହା ଯୋଜନା ପାଇଁ ଆବେଦନ ପକ୍ରିୟା ୨୩ ଫେବ୍ରୁଆରିରୁ ଆରମ୍ଭ ହୋଇସାରିଛି। ଆପଣ ଉଭୟ ଅନଲାଇନ୍ ଓ ଅଫଲାଇନ୍ ରେ ମାଧ୍ୟମରେ ଏହାର ଆବେଦନ କରିପାରିବେ। ଋଣର ସମସ୍ତ ସୁଧହାର ରାଜ୍ୟ ସରକାର ବହନ କରିବେ।

Swayam Yojana: ସ୍ୱୟମ୍ ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର, ଏପରି କରନ୍ତୁ ଆବେଦନ
Image Credit: Odisha Government Swayam Scheme 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More