Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ୍ ଦର, ଓଡ଼ିଶାରେ ରହିଛି...

Petrol Diesel Price Today: ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ-ଡିଜେଲ୍ ଦର (Petrol Diesel Price Today)। ଯାହା ଗ୍ରାହକଙ୍କ ପକେଟକୁ ଭାରି ବାଧୁଛି । ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଆଉ ତା ପୂର୍ବରୁ ତୈଳ ଦର କମିବା ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ, ଗାଡିରେ ତେଲ(fuel price)ପକାଇବା ପୂର୍ବରୁ ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲ୍ ଦର।

Petrol Diesel Price Today: ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ୍ ଦର, ଓଡ଼ିଶାରେ ରହିଛି...

About the Author