Petrol-Diesel Price:ପେଟ୍ରୋଲ ଦର ବୃଦ୍ଧି, ଆଜି ଓଡ଼ିଶାରେ ଲିଟର ପିଛା..

Petrol-Diesel Price: ମାର୍ଚ୍ଚ ୧୯ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

Petrol-Diesel Price:ପେଟ୍ରୋଲ ଦର ବୃଦ୍ଧି, ଆଜି ଓଡ଼ିଶାରେ ଲିଟର ପିଛା..

About the Author