Petrol Diesel Price: ଖସିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା..

Petrol Diesel Price: ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୦୫ ଟଙ୍କାରେ କାରବାର କରୁଛି। ଯାହାକି ଗତ କାଲି ଅପେକ୍ଷା ୧ ପଇସାର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୨, କୋଲକାତାରେ ୧୦୩.୯୪ ଟଙ୍କା, ମୁମ୍ବାଇରେ ୧୦୪.୨୧ ଓ ଚେନ୍ନାଇରେ ୧୦୦.୭୫ ଟଙ୍କାରେ କାରବାର କରୁଛି।

Petrol Diesel Price: ଖସିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା..

About the Author