Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?

Petrol Diesel Price Today: ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।

Petrol Diesel Price: ଜାରି ହେଲା ପେଟ୍ରୋଲ୍-ଡିଜେଲର ନୂଆ ଦର, ଜାଣନ୍ତୁ ଆଜି ଓଡି଼ଶାରେ ଲିଟର ପିଛା କେତେ ରହିଛି ରେଟ୍?

About the Author