Advertisement
Photo Details/zeeodisha/odisha2393066
photoDetails0hindi

Gold Rate Today: ଜାରି ହେଲା ନୂଆ ସୁନା ଦର, ଆଜି ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ବୃଦ୍ଧି


Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦର ଖସିଥିବା ବେଳେ ଆଜି ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ଯାହାକି ଗ୍ରାହକଙ୍କୁ ପୁଣି ଥରେ ଟେନସନରେ ପକାଇଛି। କେନ୍ଦ୍ରୀୟ ବଜେଟ୍ ପରେ  ସୁନା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହୋଇଥିଲା। ଫଳର ଦର କମିଥିଲା। ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ,ଆସନ୍ତୁ ଜାଣିବା ଦେଶରେ ପ୍ରମୁଖ ସହର ଗୁଡିକରେ କେତେ ରହିଛି ସୁନା ଦର?

 

1/5

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ରହିଥିବା ବେଳେ  ୨୪ କ୍ୟାରେଟ୍ ର ଦାମ୍ ୭୩,୨୦୦ ଟଙ୍କା ରହିଛି । ୨୨  କ୍ୟାରେଟ୍ ରେ ୫୦୦ ଓ ୨୪ କ୍ୟାରେଟ୍ ରେ ୫୫୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ସରକାରୀ ଚାକିରିଆ ପାଇବେ ଖୁସି ଖବର!

ALSO READ: Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

2/5

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ର ଦାମ୍ ୬୭,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୩୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ  ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି। 

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୫୦୦ ଓ ୨୪ କ୍ୟାରେଟ୍ ରେ ୫୫୦ ଟଙ୍କା ବୃଦ୍ଧି ପାଇଛି। 

 

4/5

ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୭୩,୨୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୫୦୦ ଓ ୫୫୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୨୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୫୦୦ ଓ ୨୪ କ୍ୟାରେଟ୍ ରେ ୫୫୦ ଟଙ୍କା ବୃଦ୍ଧି ପାଇଛି। ସେପଟେ, ରୂପା କେଜି ୯୨,୦୦୦ ଟଙ୍କା ରହିଛି।