silver rate

ସୁନା-ରୁପା ମୂଲ୍ୟରେ ରେକର୍ଡ ହ୍ରାସ, ଜାଣନ୍ତୁ ଆଜିର ଦର

ଚଳିତ ବର୍ଷ ଜୁନ ୫ର ସୁନା ବାୟଦା ଭାବ ୧.୪୬ ପ୍ରତିଶତ ଅର୍ଥାତ ୬୪୧ ଟଙ୍କାର ହ୍ରାସ ସହ ୪୩,୧୫୩ ଟଙ୍କା ପ୍ରତି ୧୦ ଗ୍ରାମରେ ଟ୍ରେଣ୍ଡ କରୁଥିଲା । 

Feb 25, 2020, 08:35 PM IST

ପୁଣି ସୁନା-ରୁପା ଦରରେ ପରିବର୍ତ୍ତନ, ଜାଣି ନିଅନ୍ତୁ କଣ ରହିଛି ଆଜି ରେଟ୍

ସୋମବାର ସୁନା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଥିଲା । ୨୩୩ ଟଙ୍କାର ହ୍ରାସ ଘଟି ୧୦ ଗ୍ରାମ ସୁନାର ମୂଲ୍ୟ ୪୧୬୨୬ ଟଙ୍କାରେ ପହଞ୍ଚିଥିଲା । 

Feb 18, 2020, 07:41 PM IST

ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

ସୋମବାର ରୁପା ମୂଲ୍ୟରେ ୧୫୭ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ୪୭୧୭୦ ଟଙ୍କାରେ ପହଞ୍ଚିଛି । 

Feb 17, 2020, 07:07 PM IST

ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍

ବୁଧବାର ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଥିଲା । ବୁଧବାର ରୁପା ମୂଲ୍ୟରେ ୪୭୨ ଟଙ୍କାର ହ୍ରାସ ରେକର୍ଡ କରାଯାଇଥିଲା । 

Jan 23, 2020, 09:39 PM IST

ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ ଆଜିର ରେଟ୍

ରୁପା ଦରରେ ମୂଲ୍ୟ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ବୁଧବାର ରୁପା ମୂଲ୍ୟରେ ୪୭୨ ଟଙ୍କାର ହ୍ରାସ ଘଟିଛି । 

Jan 22, 2020, 05:14 PM IST

Today Gold Rate: ସୁନା-ରୁପା ଦରରେ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜି କ'ଣ ରହିଛି ରେଟ୍

ଦିଲ୍ଲୀ ସର୍ରାଫା ବଜାରରେ ମଙ୍ଗଳବାର ସୁନା ଦରରେ ୫୦ ଟଙ୍କାର ବୃଦ୍ଧି ଦେଖା ଦେଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୧,୪୭୦ ଟଙ୍କାରେ ପହଞ୍ଚିଛି । 

Jan 21, 2020, 05:24 PM IST

ଆହୁରି ଅଧିକ ଶସ୍ତା ହେଲା ସୁନା-ରୁପା, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ମଙ୍ଗଳବାର ରୁପା ଦରରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ୧୨୮ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ଦର ୪୪,୬୦୭ ଟଙ୍କାରେ ପହଞ୍ଚିଛି । ସୋମବାର ଗୋଟିଏ କିଲୋଗ୍ରାମ ସୁନାର ମୂଲ୍ୟ ୪୪,୭୩୫ ଟଙ୍କା ଥିଲା ।  

Dec 10, 2019, 08:31 PM IST

ସୁନା-ରୁପା ଦରରେ ହ୍ରାସ, ଜାଣନ୍ତୁ ଆଜିର ରେଟ୍

ଅନ୍ତର୍ଜାତୀୟ ବଜାରରେ ଏହି ୨ଟି ଧାତୁର ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ସୋମବାର ସୁନା ହାଜିରରେ ୩.୭୭ ଡଲାର ପ୍ରତି ଆଉନ୍ସ ବୃଦ୍ଧି ପାଇଁ ୧,୪୬୩.୨୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ସେହିପରି ରୁପା ହାଜିରରେ ମଧ୍ୟ ୦.୦୪ ପ୍ରତିଶତ ବୃଦ୍ଧି ପାଇଁ ୧୬.୬୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି ।

Dec 9, 2019, 08:54 PM IST

Today Gold Rate: ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ କ'ଣ ରହିଛି ଆଜିର ରେଟ୍

ଶନିବାର ରୁପା ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି । ଆଜି ରୁପା ଦରରେ ୧୦୬୫ ଟଙ୍କାର ହ୍ରାସ ଦେଖା ଦେଇଛି । ଫଳରେ ଏକ କିଲୋଗ୍ରାମ ରୁପା ଦର ୪୩୫୪୫ ଟଙ୍କାରେ ପହଞ୍ଚିଛି । 

Dec 7, 2019, 08:53 PM IST

ସୁନା-ରୁପା ଦରରେ ଆସିଛି ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ବଜାର ବିଶେଷଜ୍ଞଙ୍କ ମତରେ ଟଙ୍କା ମଜଭୁତ ହେବାରୁ ସୁନା ଦରରେ ବୃଦ୍ଧି ଦେଖା ଦେଇଛି । ଏହାସହ ଆମେରିକା ଓ ଚୀନ ମଧ୍ୟରେ ଜାରି ବାଣିଜ୍ୟିକ ଯୁଦ୍ଧକୁ ନେଇ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଏଥିପାଇଁ ମଙ୍ଗଳବାର ସକାଳେ ଦୁନିଆରେ ସୁନା ଦରରେ ବୃଦ୍ଧି ଆସିଛି ।

Dec 3, 2019, 07:15 PM IST

୨୦୧୬ ପରେ ନଭେମ୍ୱରରେ ସୁନା ଦରରେ ବଡ଼ ହ୍ରାସ, ଜାଣନ୍ତୁ କ'ଣ ରହିଯାଇଛି ୧୦ ଗ୍ରାମର ରେଟ୍

ଶୁକ୍ରବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖା ଦେଇଥିଲା । MCX ଉପରେ ସୁନା ୩୦୮ ଟଙ୍କା ବୃଦ୍ଧି ପାଇଥିଲା । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୦୩୧ ଟଙ୍କାରେ ପହଞ୍ଚି ଯାଇଛି ।

Dec 1, 2019, 05:59 PM IST

ସୁନା-ରୁପା ଦରରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ରେଟ୍

ସେହିପରି ରୁପା ଦରରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଶୁକ୍ରବାର ରୁପା ଦରରେ ୧୦୮ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପାର ମୂଲ୍ୟ ବୃଦ୍ଧି ପାଇଁ ୪୫,୩୭୫ ଟଙ୍କାରେ ପହଞ୍ଚିଛି ।

Nov 29, 2019, 07:51 PM IST

ପୁଣି କମିଲା ସୁନା-ରୁପା ଦର, ଜାଣି ନିଅନ୍ତୁ ଆଜିର ରେଟ

ସୋମବାର ସୁନା ଦରରେ ୧୬୬ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮୬୦୪ ଟଙ୍କାରେ ପହଞ୍ଚିଛି । 

Nov 25, 2019, 07:13 PM IST

ସୁନା-ରୁପା ଦାମରେ ଘଟିବ ବଡ଼ ଧରଣର ହ୍ରାସ, ଜାଣନ୍ତୁ ଏହାର କାରଣ

ଦି ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନର ଅଧ୍ୟକ୍ଷ ଯୋଗେଶ ସିଙ୍ଘଲ କହିଛନ୍ତି ଯେ ସୁନା ଦାମରେ ଆଗାମୀ ୩ ମାସରେ ବଡ଼ ଦରଣର ପରବିର୍ତ୍ତନ ଦେଖା ଯିବ । ଏହି ସମୟରେ ସୁନାର ଦାମ ୩୫ରୁ ୩୬ ହଜାର ପ୍ରତି ଗ୍ରାମ ଯାଏ ପହଞ୍ଚିବ । 

Nov 17, 2019, 05:25 PM IST

सोने में लगातार दूसरे दिन बड़ी गिरावट, 35 हजार से नीचे आया भाव

घरेलू कमोडिटी बाजार एमसीएक्स (MCX) पर बुधवार को सोने और चांदी में नरमी बनी रही. सोने के भाव में लगातार दूसरे दिन गिरावट दर्ज की गई जबकि पिछले सप्ताह MCX पर सोने का भाव सर्वाधिक ऊंचे स्तर 35,409 रुपये प्रति 10 ग्राम पर चला गया था.

Jul 24, 2019, 03:56 PM IST

सोने और चांदी के रेट में बंपर उछाल, कीमत के मामले में सोने ने बनाया रिकॉर्ड

मजबूत वैश्विक रुख और स्थानीय आभूषण निर्माताओं की ताजा खरीद से गुरुवार को दिल्ली सर्राफा बाजार में सोना 280 रुपये बढ़कर 34,000 रुपये के स्तर को पार कर 34,020 रुपये प्रति 10 ग्राम पर पहुंच गया.

Jun 20, 2019, 04:35 PM IST

सोने और चांदी की कीमत में फिर तेजी, आज ये रहा 10 ग्राम का भाव

दिल्ली सर्राफा बाजार में बुधवार को सोना 20 रुपये की तेजी के साथ 33,740 रुपये प्रति 10 ग्राम पर बंद हुआ. दूसरी ओर चांदी 130 रुपये की तेजी दर्शाती हुई 38,350 रुपये प्रति किलोग्राम पर बंद हुई.

Jun 19, 2019, 07:36 PM IST

चांदी की कीमत में जबरदस्त गिरावट, सोने में उछाल, जानिए आज का भाव

विदेशों में नरमी के रुख के बावजूद यहां आभूषण विक्रेताओं की ताजा लिवाली से दिल्ली सर्राफा बाजार में सोमवार को सोने का भाव 110 रुपये की तेजी के साथ 33,730 रुपये प्रति 10 ग्राम हो गया.

Jun 10, 2019, 04:50 PM IST

मांग में गिरावट से टूटा सोने का भाव, ये रही आज की कीमतें

विदेशी बाजार में कमजोरी के रुख के बीच आभूषण विक्रेताओं की मांग घटने से दिल्ली सर्राफा बाजार में शुक्रवार को सोने की कीमत 70 रुपये की गिरावट के साथ 33,420 रुपये प्रति 10 ग्राम रह गयी.

Jun 7, 2019, 05:57 PM IST