Advertisement
Photo Details/zeeodisha/odisha2397648
photoDetails0hindi

Gold Rate Today: ଗ୍ରାହକଙ୍କ ବଡ଼ ଖବର, ଜାରି ହେଲା ନୂଆ ସୁନା ଦର

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ପାର୍ବଣ ପୂର୍ବରୁ ପୁଣି ଥରେ ମହଙ୍ଗା ହେଲା ସୁନାଦର। ଗତ ୨ ଦିନ ଧରି ଦର ଖସିଥିବା ବେଳେ ଆଜି ପୁଣି ଥରେ ଦର ବୃଦ୍ଧି ପାଇଛି। ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ବଡ଼ ଚିନ୍ତାରେ ପକାଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରିଛନ୍ତି, ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

1/6

ଆଜି ବଜାର ଖୋଲିବା ପୂର୍ବରୁ ବୁଲିଅନ ବଜାର ଦର ଅନୁଯାୟୀ ଶୁକ୍ରବାର ସୁନା ୧୪ କ୍ୟାରେଟ ଭରିପିଛା ୪୬୭୦୦ ଟଙ୍କାରେ ବ୍ୟବସାୟ କରିଥିଲା। ସେହିପରି ୨୨ କ୍ୟାରେଟ ୬୯୭୧ ଟଙ୍କାରେ ବ୍ୟବସାୟ କରିଥିବା ବେଳେ ୨୦ କ୍ୟାରେଟ ଭରି ପିଛା ୬୩୫୭ ଟଙ୍କାରେ ବ୍ୟବସାୟ କରିଥିଲା। 

ALSO READ: +2 Admission 2024: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଏହିଦିନ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ

ALSO READ: Puri News: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ଏତିକି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

2/6

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦର ୬୬,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୫୦ ଓ ୩୯୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

ALSO READ: Business Horoscope Today: ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଅଧିକ ଖାସ୍, ବ୍ୟବସାୟୀରେ ମିଳିବ ଆଶାତିତ ଲାଭ ସହ...

3/6

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୬୭,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୯୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୩୫୦ ଓ ୩୯୦ ଟଙ୍କା ବୃଦ୍ଧି ପାଇଛି। 

 

4/6

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟ୍ ରେ ୩୯୦ ଟଙ୍କା ବୃଦ୍ଧି ପାଇଛି। 

 

5/6

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନାଦର ୬୬,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୩୫୦ ଓ ୩୯୦ ଟଙ୍କା ବଢିଛି।

 

6/6

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୪୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟ୍ ରେ  ୩୯୦ ଟଙ୍କା ବୃଦ୍ଧି ପାଇଛି।