ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

Greater Noida: ରାସ୍ତା କଡ଼ରେ ଜଣେ ମହିଳା ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ସେହି ସମୟରେ ତାଙ୍କ ସ୍ୱାମୀ ଲୋକଙ୍କ ସାହାଯ୍ୟ ପାଇଁ ନିବେଦନ କରୁଥିଲେ । କିନ୍ତୁ କଥାରେ ଅଛି ଅରକ୍ଷିତକୁ ଦଇବ ସାହା... ଜଣେ ନର୍ସ ସେହି ରାସ୍ତାରେ ଯିବା ସମୟରେ ତାଙ୍କର ଦୃଷ୍ଟି ପଡିଥିଲା । ସେ ତାଙ୍କ ସହଯୋଗୀ ନର୍ସଙ୍କୁ ଏ ସମ୍ପର୍କରେ ଜଣାଇବା ସହ ମହିଳାଙ୍କର ସାଧାରଣ ଭାବରେ ପ୍ରସବ କରାଇଲେ । ବର୍ତ୍ତମାନ ଉଭୟ ମହିଳା ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

About the Author