OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି

OAS Officers Transferred: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଓଏଏସ ଅଫିସରଙ୍କ ମଧ୍ୟରେ ଏକ ବଡ଼ ଧରଣର ବଦଳି ପ୍ରକ୍ରିୟା ହୋଇଛି । ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହି ବଦଳି କରାଯାଇଛି । ସମୁଦାୟ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳ କରାଯାଇଛି ବୋଲି ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a seasoned media professional with more than 12 years of experience in the national media landscape. Having started his journey with Sambad, the state's number one daily newspaper, he transitioned to broadcast journalism with Kamyab TV. His career highlights include a pivotal role as a Programme Producer at Zee Media starting in 2016 and leading Odisha's digital operations for Network18 as Digital Head in 2022. Since 2023, he has been back with Zee Media, driving impactful content strategy.

Read More