Accident News: ଭୟଙ୍କର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ଯରେ ଶିଶୁ ଥିବା ସୂଚନା

Accident News: ଗୋଟିଏ ପରିବାର ଏକ ଉତ୍ସବରେ ଯୋଗ ଦେଇ ରବିବାର ବିଳମ୍ବିତ ରାତିରେ ଫେରୁଥିବାବେଳେ କାରଟି ଏକ ନାଳକୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ଥିବା ମଧ୍ୟ ଜଣାପଡିଛି ।

Accident News: ଭୟଙ୍କର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ଯରେ ଶିଶୁ ଥିବା ସୂଚନା
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author