Polaris Dawn Mission: ମହାକାଶରେ ମଜା କରିବା ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲେ ୪ ମହାକାଶଚାରୀ, ମସ୍କ ରଚିଲେ ଇତିହାସ

SpaceX Polaris Dawn Mission: ଏଲୋନ୍ ମସ୍କର କମ୍ପାନୀ ସ୍ପେସ୍ ଏକ୍ସ ମହାକାଶରେ ଇତିହାସ ସୃଷ୍ଟି କରିଛି। ଏହା ଥିଲା ପ୍ରଥମ ବ୍ୟକ୍ତିଗତ ସ୍ପେସ୍ ମିଶନ୍ ଯାହା ସଫଳତା ହାସଲ କରିଛି। ଚାରି ଜଣ ମହାକାଶଚାରୀଙ୍କୁ ନେଇଥିବା ଏହି କମ୍ପାନୀର ପୋଲାରିସ୍ ଡନ୍ କ୍ରୁ ଏକ ସଫଳ ପ୍ରତ୍ୟାବର୍ତ୍ତନ କରାଇଛି।

Polaris Dawn Mission: ମହାକାଶରେ ମଜା କରିବା ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲେ ୪ ମହାକାଶଚାରୀ, ମସ୍କ ରଚିଲେ ଇତିହାସ
Image Credit: SpaceX Polaris Dawn Mission

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More