Prayagraj Purna Kumbh 2025: ୧୨ ବର୍ଷ ପରେ ପୁଣିଥରେ ପ୍ରୟାଗରାଜ ଠାରେ ହେବ ପୂର୍ଣ୍ଣକୁମ୍ଭ; ଅଂଶଗ୍ରହଣ କରିବେ ୬ କୋଟି ଲୋକ

Prayagraj Purna Kumbh Mela: ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ପୂର୍ଣ୍ଣକୁମ୍ଭ ମେଳା ଆସନ୍ତା ୨୦୨୫ ବର୍ଷରେ ପ୍ରୟାଗରାଜ ତ୍ରିବେଣୀ ଘାଟ ଠାରେ ଅନୁଷ୍ଠିତ ହେବ। ଏନେଇ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Prayagraj Purna Kumbh 2025: ୧୨ ବର୍ଷ ପରେ ପୁଣିଥରେ ପ୍ରୟାଗରାଜ ଠାରେ ହେବ ପୂର୍ଣ୍ଣକୁମ୍ଭ; ଅଂଶଗ୍ରହଣ କରିବେ ୬ କୋଟି ଲୋକ

About the Author