Indian Navy: କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ

New Navy Chief of India: ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଯିଏ ଆସନ୍ତା ୩୦ ତାରିଖରୁ ତାଙ୍କ ପଦ ଭାର ଗ୍ରହଣ କରିବେ।

Indian Navy: କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ

About the Author