VK Pandian: ବିଜେଡି ଯିବ କଂଗ୍ରେସ ଶିବିର, ଶରଣ ଆଶାରେ କଂଗ୍ରେସ ଶୀର୍ଷ ନେତାଙ୍କୁ ଭେଟୁଛନ୍ତି ପାଣ୍ଡିଆନ୍‍!

VK Pandian Delhi visit: ଦଳର ସଙ୍କଟ ସମୟରେ ଦଳର ଦ୍ୱିତୀୟ ନେତା ରାଜ୍ୟ ବାହାରକୁ ଯିବା ସମସ୍ତଙ୍କୁ ଆଲୋଚନା ଲାଗି ଖୋରାକି ଦେଇଥିବା ବେଳେ ଏବେ ଉଠିଛି ପାଣ୍ଡିଆନ୍‍ ସେନିଆ ଗାନ୍ଧିଙ୍କୁ ଭେଟିବା ଯୋଜନା କରୁଛନ୍ତି। ଯାହାଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟି ବିଜେଡି ନେତାଙ୍କ ପାଇଁ ସୁରକ୍ଷା କବଚ ଖୋଜୁଛନ୍ତି।

VK Pandian: ବିଜେଡି ଯିବ କଂଗ୍ରେସ ଶିବିର, ଶରଣ ଆଶାରେ କଂଗ୍ରେସ ଶୀର୍ଷ ନେତାଙ୍କୁ ଭେଟୁଛନ୍ତି ପାଣ୍ଡିଆନ୍‍!
Image Credit: VK Pandian Delhi visit (Photo-Social Media)

About the Author