ସିଟି ଜିଏସ୍‌ଟି ସ୍କ୍ୱାଡ୍‌ ଜବତ କଲା ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୁପା
Advertisement
Article Detail0/zeeodisha/odisha2401347

ସିଟି ଜିଏସ୍‌ଟି ସ୍କ୍ୱାଡ୍‌ ଜବତ କଲା ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୁପା

ମିଳିଥିବା ସୂଚନା ମୁତାବକ ଏକ ଟଙ୍କା ବୁହା ଗାଡିରୁ ଜବତ ହୋଇଛି ସୁନା ଓ ରୁପା । କିନ୍ତୁ ଏତେ ପରିମାଣର ସୁନା କାହାର ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ସେନେଇ ଖୋଳତାଡ ଚଳାଇଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । 

ସିଟି ଜିଏସ୍‌ଟି ସ୍କ୍ୱାଡ୍‌ ଜବତ କଲା ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୁପା

ଭୁବନେଶ୍ୱର: ରାଜଧାନୀରୁ ଜବତ ହୋଇଛି ୫୦ କେଜି ସୁନା ଏବଂ ୨ କ୍ୱିଣ୍ଟାଲ ରୁପା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଏୟାରପୋର୍ଟ ପାଖରେ ଯାଞ୍ଚ ସମୟରେ ଏକ କଣ୍ଟେନରରୁ ଏତେ ପରିମାଣର ସୁନା ଓ ରୁପା ଜବତ କରିଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । 

ମିଳିଥିବା ସୂଚନା ମୁତାବକ ଏକ ଟଙ୍କା ବୁହା ଗାଡିରୁ ଜବତ ହୋଇଛି ସୁନା ଓ ରୁପା । କିନ୍ତୁ ଏତେ ପରିମାଣର ସୁନା କାହାର ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ସେନେଇ ଖୋଳତାଡ ଚଳାଇଛି ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । କୁହାଯାଉଛି ଯେ, ଜବତ ସୁନା ଏବଂ ରୁପା ପାଖାପାଖି ୩୦ କୋଟି ଟଙ୍କାରୁ ଅଧିକ ହେବ ।

Also Read- ଜାରି ହେଲା ସୁଭଦ୍ରା ଗାଇଡ୍‌ଲାଇନ୍, କେବଳ ଏହିମାନଙ୍କୁ ମିଳିବ ଟଙ୍କା

Also Read- Janmashtami: ଏହି ସ୍ଥାନରେ ୧୦୦ କୋଟି ଟଙ୍କାର ଅଳଙ୍କାର ପିନ୍ଧନ୍ତି ରାଧାକୃଷ୍ଣ