Varun kumar:ଦୁଷ୍କର୍ମ ଅଭିଯୁକ୍ତ ଖେଳାଳୀ ଲିଗରୁ ବାହାର,ଭାରତକୁ ଝଟକା

ଭାରତୀୟ ହକି ଦଳର ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ବରୁଣ କୁମାର ବର୍ତ୍ତମାନ ବିବାଦ ଭିତରେ ଅଛନ୍ତି। ନିକଟରେ ବରୁଣ କୁମାରଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗ ଆସିଥିଲା, ଯାହାକୁ ସେ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି। ଏହି ମାମଲା ମଧ୍ୟରେ ବରୁଣ କୁମାର ଏବେ ଏଫଆଇଏଚ୍ ପ୍ରୋ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେ

Varun kumar:ଦୁଷ୍କର୍ମ ଅଭିଯୁକ୍ତ ଖେଳାଳୀ ଲିଗରୁ ବାହାର,ଭାରତକୁ ଝଟକା
Image Credit: SOCIAL MEDIA

About the Author