ବହୁଚର୍ଚ୍ଚିତ ବର୍ଷା-ଅନୁଭବ ମାମଲାରେ କଟକ ପାରିବାରିକ ଅଦାଲତର ରାୟ ଆସିବା ପରେ ଘଟଣା ପୁଣିଥରେ ସେହି ପୁରୁଣା ମୋଡରେ ପହଂଚିଛି । ଅଦାଲତଙ୍କ ରାୟ ଆସିବା ପରେ ଅନୁଭବ ପୁଣିଥରେ ସୋସିଆଲ ମିଡିଆରେ ଆକ୍ଟିଭ୍ ହୋଇଛନ୍ତି । ଅଦାଲତଙ୍କ ରାୟ ତାଙ୍କୁ ସୁହାଉନି ଏକଥା ତାଙ୍କ ଟ୍ୱିଟରୁ ଜଣା ପଡୁଛି । ହେଲେ ଏହାଠୁ ଅଧିକ ଏଥର ସେ ମାମଲା ସହିତ ପଲିଟିକ୍ସର ଟ୍ୱି,ଷ୍ଟକୁ ବି ଜୋଡ଼ିଛନ୍ତି । ଅନୁଭବ ଚାହୁଁଛନ୍ତି ବିବାହ ବିଛେଦ । ବର୍ଷା ଚାହୁଁଛନ୍ତି ଘର ସଂସାର । ଅଦାଲତ କିନ୍ତୁ ଅନୁଭବଙ୍କ ମାମଲାକୁ ଖାରଜ କରିଦେଇଛନ୍ତି । ଆଉ ଏହା ଅନୁଭବଙ୍କୁ ରଗାଇ ଦେଇଛି । ଟିକିଏ ନଜର ପକାନ୍ତୁ ଅନୁଭବଙ୍କ ଟ୍ୱିଟ୍ ଓ ଟ୍ୱିଟ୍ ଥ୍ରେଡ୍ ଉପରେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.