Advertisement
Videos Details/odisha/zeeodisha2208014
Video ThumbnailPlay icon

Anant Ambani at Srimandir: ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ

Srimandir: ନିର୍ବନ୍ଧ ପୂର୍ବରୁ ୨୦୨୩ ଜାନୁଆରୀ ୨୪ରେ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଥିଲେ ବିଶିଷ୍ଠ ଶିଳ୍ପପତି ମୁକେଶ ଆମ୍ବାସୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ପୁଣି ଜୁଲାଇରେ ହେବାକୁ ଥିବା ବିବାହ ଉତ୍ସବ ପୂର୍ବରୁ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି। ସେପଟେ ଶ୍ରୀମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ୨କୋଟି ୫୧ଲକ୍ଷ ଟଙ୍କାର ଚେକ୍। ଏଥିସହିତ ଶ୍ରୀମନ୍ଦିରର ଅବଶିଷ୍ଟ ତିନି ଦ୍ୱାର ସହ ଛୋଟଛୋଟ ମନ୍ଦିର ଦ୍ୱାର ରୂପାଛାଉଣି କରିବାକୁ ପ୍ରତିଶୃତି ଦେଇଛନ୍ତି।
Odisha News: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପନ୍ନ
Play icon07:25
Lipi Sritam Video: ଷ୍ଟେଜ ଉପରୁ ଭାଇରାଲ ହେଲା ଶ୍ରୀତମଙ୍କ ସହ ଲିପିଙ୍କ ଏହି ଭାଇରାଲ ଭିଡିଓ
Play icon00:53
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ସୁନ୍ଦର ଭିଡିଓ
Play icon01:10
Elli Padhi Video: ଟ୍ରେଣ୍ଡିଂ ଗୀତ ହାଏ ଗୋ ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ
Play icon00:48
Viral Video: ଅଭିନେତ୍ରୀ ନିକିତାଙ୍କ ସହ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Antara Chakraborty: ନିଜର ଟ୍ରେଣ୍ଡିଂ ଗୀତ ଫିଲ୍ଟର କମାଲରେ କମାଲ କରିଦେଖାଇଲେ ଗାୟିକା ଅନ୍ତରା
Play icon00:42
Video: ଦୁଃଖ ଗୀତରେ ଭିଡିଓ କଲେ ଯାତ୍ରା ଅଭିନେତ୍ରୀ ସୋନାଲି, ପ୍ରଶଂସକ କହିଲେ...
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:24
Thalapathy Vijay: ଏମିତି ଢଙ୍ଗରେ ଶପଥ ନେଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଲପତି ବିଜୟ
Play icon00:36
Viral Video:  ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:25
Video: ପୋଲିସ ବେଶରେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭିଡିଓ ଭାଇରାଲ୍
Play icon00:40
Video: ମଞ୍ଚରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ
Play icon01:00
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:30
Video: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା, ୩୦ ସେକେଣ୍ଡ୍ ଭିଡିଓ ଭାଇରାଲ୍
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:47
GRP Constable Lynched: ବାଲିଅନ୍ତା ଯୁବକଙ୍କୁ ହତ୍ୟା ଘଟଣାର ଆଉ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ....
Play icon04:33
Viral Video: ବାହାଘର ପରେ ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:40
Jitu Munda Case: ଶୁଦ୍ଧି ହେଲେ ଜିତୁ ମୁଣ୍ଡା, ଚିକେନ ମଟନରେ ଭାସିଲା ଗାଁ...ନିୟମ ମାନିଲେ ଗାଁ ସାହି ଲୋକ
Play icon05:48
Debasmita Panda Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:42
Advertisement