Advertisement
Videos Details/odisha/zeeodisha2435326
Video ThumbnailPlay icon

Jatra Actor Kanha: ସୀମା ପାର୍ କଲେ କଳାକାର କାହ୍ନା, ମଞ୍ଚରେ ମହାପ୍ରଭୁଙ୍କୁ ଘୋର ଅପମାନ

Jatra Actor Kanha: ଭାଇରାଲ ହେଉଛି ବିଶିଷ୍ଟ ଯାତ୍ରା କଳାକାର କାହ୍ନାଙ୍କ ଏହି ଭାଇରାଲ ଭିଡିଓ । ଭାଇରାଲ ଭିଡିଓରେ କାହ୍ନା ନିଜ କ୍ୟାରେକ୍ଟରରେ ହିଁ ରହିଛନ୍ତି ଆଉ ଦେଖିବାକୁ ମିଳୁଛି ଯେ, କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥଙ୍କ ବେକରୁ ମାଳ, ସାଲୁ ମଲମଲକପଡା ବାହାର କରିଦେବା ପରେ ଏକ ଧଳା ଗାମୁଛା ସାହାଯ୍ୟରେ ବାନ୍ଧି କାନ୍ଧରେ ପକେଇ ନେଇଯାଉଛନ୍ତି। ଯାତ୍ରା ଅପେରା ପାର୍ଟିଟି ସିଂହ ବାହିନୀର ହୋଇଥିବା ବେଳେ ଏ ଦୃଶ୍ୟ କୋଟି ଓଡ଼ିଆଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଛି। ଏହି ଭିଡିଓ କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବହି ଲେଖିଥିବା ସ୍କ୍ରିପ୍ଟ ରାଇଟର ଓ ସିନ୍ ପ୍ଲେ ଡାଇରେକ୍ଟରଙ୍କୁ ଦୋଷାରୋପ କରାଯାଇଛି।
Jatra Actor Kanha: ସୀମା ପାର୍ କଲେ କଳାକାର କାହ୍ନା, ମଞ୍ଚରେ ମହାପ୍ରଭୁଙ୍କୁ ଘୋର ଅପମାନ
Play icon01:31
 Nisa Moharana Viral Video: ଲାଜ ସରମ ପୋଡ଼ି ଖାଇଲେ ଅଭିନେତ୍ରୀ ନିଶା ମହାରଣା , ଯାତ୍ରା ମଞ୍ଚରେ କଲେ କିଛି ଏମିତି, ଦେଖନ୍ତୁ ଭିଡିଓ
Play icon00:40
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:44
Video: ଭୁବନେଶ୍ୱର ନୂଆସାହିରେ ସୁପରଷ୍ଟାର ଅନୁଭବଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରୀ, ଦେଖନ୍ତୁ ଭିଡିଓ
Play icon00:59
Video: ହାତରୁ ବେକ ପର୍ଯ୍ୟନ୍ତ ସାପର ଟାଟୁ, ଭିଡିଓ ହେଲା ଭାଇରାଲ୍
Play icon00:32
Jatra Stage: ନବୀନ-ପାଣ୍ଡିଆନଙ୍କୁ ନେଇ ଯାତ୍ରା ପେଣ୍ଡାଲ ହଲଚଲ, ଅଭିନେତ୍ରୀ ଖୋଲିଲେ ଗୁମର
Play icon01:01
Liquor Case: ପାଗଳ କରିଛି ମଦ ନିଶା, ରାସ୍ତାରେ ଗାମୁଛା ପକେଇ ଶୋଷିପକାଇଲେ ମଦ
Play icon01:30
Seema Haider: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳିଲେ ସୀମା ହାଇଦର, ଦେଖନ୍ତୁ ଏହି ଭିଡିଓ...
Play icon01:17
Video: ପଡିଆରେ ଖେଳୁଥିବା ପିଲାଙ୍କୁ ଆକ୍ରମଣ କଲା ମାଙ୍କଡ, ଭିଡିଓ ଭାଇରାଲ୍
Play icon00:32
Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡ଼ିଶା
Play icon02:44
Viral Video: ଶୁଭାରମ୍ଭ ସମୟରେ ବନ୍ଦେ ଭାରତ ଆଗରେ ପଡିଗଲେ ବିଧାୟକ, ଆଉ ତା'ପରେ
Play icon01:23
Elina Samantray Video: ଗାଡ଼ିର ବନେଟ ଉପରେ ରୋମାଣ୍ଟିକ ଅନ୍ଦାଜରେ ଅଭିନେତ୍ରୀ ଏଲିନା...ଭିଡିଓ ହେଲା ଭାଇରାଲ
Play icon01:12
Video: ବରଗଛ ମୂଳେ ଏମିତି ଚାଲିଛି ସୁଟିଂ, ଭିଡିଓ ଭାଇରାଲ୍
Play icon00:24
Lipi Mohapatra Viral Video: କାହା ପ୍ରେମରେ ହୃଦୟ ହାରିଦେଲେ ଅଭିନେତ୍ରୀ ଲିପି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ
Play icon00:48
Jhilik Viral Video: ନିଜ ଦୁଇ ଛୁଆଙ୍କ ମସ୍ତି କରୁଥିବାର ନଜର ଆସିଲେ ଅଭିନେତ୍ରୀ ଝିଲିକ୍, ଦେଖନ୍ତୁ ଏହି ସୁନ୍ଦର ଭିଡିଓ..
Play icon00:36
Riya Dey Viral Video: ଏହି ୨ ଜଣଙ୍କ ସହ କ୍ବାଲିଟି ଟାଇମ୍ ବିତାଉଛନ୍ତି ରିୟା, ଦେଖନ୍ତୁ ଭିଡିଓ
Play icon01:02
Nisha Maharana: ନାଚୁଥିଲେ ନିଶା ମହାରଣା, ଗୋଡେଇ ଆସିଲେ ଯୁବକ...
Play icon03:03
Asima Panda Viral Video: ସୋସିଆଲ ମଡିଆରେ ଘୂରି ବୁଲୁଛି କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ
Play icon00:55
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:44
Video: ବଲିଉଡ କଣ୍ଠଶିଳ୍ପୀ ନେହା କକ୍କରଙ୍କ ଭିଡିଓ ଭାଇରାଲ୍
Play icon00:36
Jatra Stage Video: ଖାଲି ସମୟରେ କ'ଣ କରନ୍ତି ଯାତ୍ରା କଳାକାର? ଦେଖନ୍ତୁ ଭାଇରାଲ ଭିଡିଓ
Play icon02:04
Video: ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ଭିଡିଓ ଭାଇରାଲ୍
Play icon00:29
Viral Video: କନିଆଁ ବେଶରେ ନଜର ଆସିଲେ କର୍କଟ ରୋଗ ସହ ଲଢ଼ୁଥିବା ହିନା ଖାନ୍ , ଭାଇରାଲ ହେଉଥିବା ଭିଡିଓ ସତ୍ୟତା କ'ଣ ଜାଣନ୍ତୁ?
Play icon00:56
Video: ଏମିତି ଖୁଦୁରୁକୁଣୀ ପାଳିଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ
Play icon01:04
Video: ଭାଇରାଲ୍ ହେଉଛି ମାଇକେଲ୍ ମଙ୍ଗୁଳିଆଙ୍କ ଏହି ଭିଡିଓ
Play icon00:30
Duplicate Liquor Video: ଦୋକାନ ମାଲିକ ବିକୁଥିଲେ ନକଲି ମଦ, ସତ ଜଣାପଡ଼଼ିବା ପରେ...
Play icon03:24
ହଠାତ୍ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କଲା କୁମ୍ଭୀର, ଚମକି ପଡିବେ ଭିଡିଓ ଦେଖି
Play icon00:42
Viral Video: ରାସ୍ତାରେ ପଡ଼ିଥିବା ମୃତ ଯୁବକଙ୍କୁ ଏମିତି ଗିରଫ କଲା ପୋଲିସ, ଭିଡିଓ ହେଉଛି ଭାଇରାଲ
Play icon00:49
Weather Report: ଥମୁନି ଦୁର୍ଦ୍ଦଶା, ଆଜି ଉତ୍ତର ଓଡ଼଼ିଶାରେ ପ୍ରବଳ ବର୍ଷା...ମୟୂରଭଞ୍ଜକୁ ରେଡ ଆଲର୍ଟ
Play icon03:27
Video: କଳା ରଙ୍ଗର ଅହିରାଜ ଉଦ୍ଧାର, ଦେଖନ୍ତୁ ଭୟଙ୍କର ଭିଡିଓ
Play icon00:52