• ଗିରଫ ହେଲେ ଆଇଏଫଏସ ଏକେ ପାଠକ । ତାଙ୍କ ସହିତ ପୁଅ ଆକାଶ ମଧ୍ୟ ଗିରଫ II
  • ବିଧାନସଭା ସମ୍ମୁଖରୁ ୧୦ରୁ ୧୫ ଯୁବକଙ୍କୁ ଉଠାଇ ନେଲା ପୋଲିସ ।
  • ବାଇକ୍‌ରେ ଏଜି ଛକରୁ ଆସୁଥିଲା ବେଳେ ଉଠାଇ ନେଲା ॥
  • ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ।
  • ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିଜେପି କର୍ମୀ, ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ॥
  • ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ନୟାଗଡ଼ରେ କ୍ରାଇମବ୍ରାଞ୍ଚ ADG ଯଶୋବନ୍ତ ଜେଠୁଆ ।
  • ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କଲା ୭ ଜଣିଆ ଟିମ୍॥
  • ପରୀ ହତ୍ୟାକାଣ୍ଡର ତଦନ୍ତ କରିବ SIT ଟିମ । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲ୍ୟ ବିବାହରୁ ମୁକ୍ତି କେବେ ?

ବାଲ୍ୟ ବିବାହ, ସତୀ ଦାହ ପ୍ରଥା ଏସବୁ ଭାରତୀୟ ପୁରାଣ ଓ ଇତିହାସରେ ରହିଥିଲା, ରାଜା ରାମମୋହନ ରାୟଙ୍କ ପ୍ରଚେଷ୍ଟା ଫଳରେ ଭାରତରେ ସତୀ ଦାହ ପ୍ରଥା ବନ୍ଦ ହୋଇଥିବା ଇତିହାସ କୁହେ, ତାଙ୍କ ସହ ଏହି ଅଭିଯାନରେ ଆହୁରି ଅନେକ ଲୋକ ମଧ୍ୟ ସାମିଲ ଥିଲେ । ସେହିପରି ବାଲ୍ୟ ବିବାହକୁ ମଧ୍ୟ ବନ୍ଦ କରିବାକୁ ଅନେକ ଲୋକ ଚେଷ୍ଟା କରିଥିଲେ, କିନ୍ତୁ ଆଜି ବି ଏହା ବଞ୍ଚି ରହିଛି । ଭାରତର ଅନେକ ସ୍ଥାନରେ ଏବେ ବି ବାଲ୍ୟ ବିବାହ ପ୍ରଥା ଦେଖିବାକୁ ମିଳେ । ଓଡ଼ିଶା ବି ଏଥିରୁ ମୁକୁଳି ପାରିନି, ମୟୂରଞ୍ଜରେ ଏହି ସଂଖ୍ୟା ସର୍ବାଧିକ । ତେଣୁ ଏହାକୁ ବନ୍ଦ କରିବାକୁ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ଖବର ପାଇଁ ଦେଖନ୍ତୁ ଏହି ରିପୋର୍ଟ... ZEE Odisha is 24x7 Odia news channel in Odisha which delivers update

Oct 25, 2019, 06:20 PM IST

ट्रेंडिंग न्यूज़