Video: ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ । ସମସ୍ତେ ନିଜସ୍ୱ ଶୈଳୀରେ ଅନ୍ୟର ମନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ସେହିପରି ଜଣେ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଶହ ଶହ ସୋସିଆଲ ମିଡିଆ ୟୁଜର ଏହି ଭିଡିଓଟିକୁ ଦେଖି ହସି ହସି ବେଦମ ହେବା ସହ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳୁଛି । ଆପଣ ମଧ୍ୟ ଏହି ଭିଡିଓଟି ଦେଖିଲେ ନିଶ୍ଚେ ହସିବେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.