Sabyasachi New Video: ଓଲିଉଡର ସୁପରଷ୍ଟାର ସବ୍ୟସାଚୀ ମିଶ୍ର। କେବଳ ନିଜ ଅଭିନୟ ନୁହେଁ ବରଂ ସାମାଜିକ କାମରେ ବି ବେଶ ଚର୍ଚ୍ଚାରେ ରୁହନ୍ତି ସବ୍ୟସାଚୀ। ତେବେ କିଛି ଘଣ୍ଟା ପୂର୍ବରୁ ସବ୍ୟସାଚୀ ସେୟାର କରିଛନ୍ତି ଭିଡିଓ ସେଥିରେ ତାଙ୍କ ଓଜନ ୯୭ କେଜି ୩୫ ଗ୍ରାମ ଥିବା ବେଳେ ୧୦୦ କେଜି ହେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ସବ୍ୟସାଚୀଙ୍କ ଫ୍ୟାନ୍ସଙ୍କ କହିବା କଥା, ଆଗାମୀ ଚଳଚ୍ଚିତ୍ର ପାଇଁ ସବ୍ୟସାଚୀ ପ୍ରସ୍ତୁତ ହେଉଥିବା କହିଛନ୍ତି। ତେବେ ସବ୍ୟସାଚୀ ଏହି ଭିଡିଓରେ ୧୦୦ କେଜି ହେବାକୁ କଣ ଖାଇବା ଦରକାର ବୋଲି କହିଛନ୍ତି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.