Video: ନିଜକୁ ଅନ୍ୟଠାରୁ ଅଲଗା କରିବା ପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କର ଇଚ୍ଛା ଥାଏ । ସେଥିପାଇଁ ସମସ୍ତେ ନିଜସ୍ୱ ଶୈଳୀରେ ଚେଷ୍ଟା ଜାରି ରଖିଥାନ୍ତି । ଅନେକ ଚେଷ୍ଟା ପରେ ମଣିଷକୁ ସଫଳତା ମିଳିଥାଏ । ଆଉ ସେଇ ସଫଳତା ଆମକୁ ଭିନ୍ନ ପରିଚୟ ଦେଇଥାଏ । ଏହି ଯୁବକଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ଯୁବକଙ୍କ ନିଆରା ଡ୍ୟାନ୍ସ ତାଙ୍କୁ ଅନ୍ୟଠାରୁ ଅଲଗା କରିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.