Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷିବ! ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

Weather Update: ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ (winter)। ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି। ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି।

Weather Update: ଆଜି ଏହି ସବୁ ଜିଲ୍ଲାରେ ବର୍ଷିବ! ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

About the Author