Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!

Weather Update: ରାଜ୍ୟରେ କମିଛି ଥଣ୍ତା (cold)ବଢିଛି ଗରମ (heat wave)। ଫେବୃଆରୀ ନା ମାର୍ଚ୍ଚ ମାସ ? ଏବେ ଠାରୁ ଏତେ ଗରମ? ଆଗକୁ ତାହା ହେଲେ ନିଆଁ ବର୍ଷିବ। ଶୀତର ବେଳ କାଳ ସରିନି। ମାଡି଼ ଆସିଲାଣୀ ଟାଏଁ ଟାଏଁ ଖରା।

Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!

About the Author