Ring of Fire:ରିଙ୍ଗ୍ ଅଫ୍ ଫାୟାର କ’ଣ ? କାହିଁକି ଜାପାନରେ ଆସେ ବାରମ୍ବାର ଭୂକମ୍ପ ?

ନୂଆବର୍ଷରେ ଜାପାନ ପୁଣି ଥରିଛି । ପୋଲ ଭୁଷୁଡି ପଡିଛି । ବଡ଼ବଡ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି । ଜାପାନରେ ସୁନାମୀ ଆଲର୍ଟ ଜାରି ହୋଇଛି । କାରଣ ଏଭଳି ଭୂକମ୍ପ ତେର ବର୍ଷ ତଳର ସେହି ଘଟଣାକୁ ମନେ ପକାଇ ଦେଉଛି ଯେତେବେଳେ ଜାପାନ ସୁନାମୀ ଲହରିରେ ଭାସି ୟାଇଥିଲା । ବିଶେଷକରି ଜାପାନ 'ରିଙ୍ଗ ଅଫ୍ ଫାୟାର'ରେ ଅବସ୍ଥିତ ଯାହା ଭୂକମ୍ପ ପ୍ରତ

Ring of Fire:ରିଙ୍ଗ୍ ଅଫ୍ ଫାୟାର କ’ଣ ? କାହିଁକି ଜାପାନରେ ଆସେ ବାରମ୍ବାର ଭୂକମ୍ପ ?
Image Credit: SOCIAL MEDIA

About the Author