Advertisement
  • Surya Narayana Mohanty

    ସୂର୍ଯ୍ୟ ନାରାୟଣ ମହାନ୍ତି

Stories by Surya Narayana Mohanty

‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ' ଡବଲ୍ସ୍ ଲିଗ୍ ଗ୍ରାଣ୍ଡ ଫିନାଲେ ୨୮ ଏପ୍ରିଲ ସନ୍ଧ୍ୟା ୬:୩୦ରେ

Dance Odisha Dance

‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ' ଡବଲ୍ସ୍ ଲିଗ୍ ଗ୍ରାଣ୍ଡ ଫିନାଲେ ୨୮ ଏପ୍ରିଲ ସନ୍ଧ୍ୟା ୬:୩୦ରେ

Entertainment News: ଏହି ରୋମାଞ୍ଚକର ପ୍ରତିଯୋଗିତାରେ କଳାକାର ମାନଙ୍କୁ ଏବଂ ସେମାନଙ୍କର ପ୍ରଦର୍ଶନକୁ ଦର୍ଶକ ଯେଉଁ ଭଲପାଇବା ଦେଇଛନ୍ତି, ଆଜି ଡ୍ୟାନ୍ସ ଓଡିଶା ଡ୍ୟାନ୍ସ ୧ ନମ୍ବର ରିୟାଲିଟି ଶୋ ହୋଇପାରିଛି l ଜୀ-ସାର୍ଥକର ବିଭିନ୍ନ ମେଗା ଧାରାବାହିକରୁ ଲୋକପ୍ରିୟ ସେଲିବ୍ରେଟି ୧୨ଟି ଯୋଡି ପ୍ରତି ସପ୍ତାହରେ ବିଭିନ୍ନ ନୃତ୍ୟ ଓ ମନୋରଞ୍ଜନ ପୂର୍ଣ୍ଣ ଖେଳ ମାଧ୍ୟମରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରିଆସୁଛନ୍ତି l ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ପ୍ରସାରିତ ହେଉଥିବା ଏହି ଡ୍ୟାନ୍ସ ଲିଗରେ ଅଭିନେତା ଦେବାଶିଷ ପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଥିଲେ । କେବଳ ନୃତ୍ୟ ନୁହେଁ ବରଂ ବିଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଖେଳ ମଧ୍ୟ ଏହି ପ୍ରତିଯୋଗିତାର ଆକର୍ଷଣ ହୋଇଛି ।

Apr 16,2024, 19:30 PM IST

Trending news

Read More