Advertisement

Odisha news today

alt
ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ -ପିତାମ୍ବର ଆଚାର୍ଯ୍ୟ|ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନାମାଙ୍କନକୁ ବିରୋଧ କରି ଆବେଦନପତ୍ର ଦାଖଲ କଲା ବିଜେପି |ଗଙ୍ଗାଧର ମେହେର ଏବଂ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମିତ ସଂସ୍କୃତିସମ୍ପନ୍ନ ମାଟିରେ ନିଜର ଶିକ୍ଷାଗତ ଯୋଗ୍ୟତା ଓ ଆୟକୁ ଲୁଚାଇବା ସମ୍ବଲପୁରବାସୀଙ୍କ ପ୍ରତି ବଡ଼ ଅପମାନ|ସତ୍ୟପାଠରେ ପ୍ରଣବ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି|୨୦୧୯-୨୦ ଆର୍ଥକ ବର୍ଷ ପାଇଁ ସେ ନିଜର ଆୟ ଜିରୋ ବୋଲି ଦର୍ଶାଇଛନ୍ତି |ସତ୍ୟପାଠରେ ୫ ବର୍ଷର ଆୟ ଦର୍ଶାଇବା କଥା, ସେ ୪ ବର୍ଷର ଦର୍ଶାଇଛନ୍ତି ଏବଂ ଗୋଟିଏ ବର୍ଷର ଆୟ ଲୁଚାଇଛନ୍ତି
May 7,2024, 19:13 PM IST
alt
ନାମାଙ୍କନ ଦାଖଲ ର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁ ରେ ମା ତାରିଣୀ ଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀ ର ଜର୍ଦା ଠାରୁ ହଜାର ହଜାର ସମର୍ଥକ ଙ୍କୁ ସାଙ୍ଗରେ ଧରି ଶାଳପଡା ର ଇନ୍ଦିରା ଗାନ୍ଧୀ ପଡିଆ ରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକ ଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
May 7,2024, 17:26 PM IST
alt
ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ ପଦାର୍ଥ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଏ ସମସ୍ତ ଶ୍ରମିକ ବାହାର ପ୍ରଦେଶର ବୋଲି ଜଣାପଡିଛି ।ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ହାନି ଘଟୁଥିଲେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି । ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ
May 3,2024, 13:52 PM IST
alt
ଗାଁ ମେଳଣ ଯାତରେ ଅଘୋରୀଙ୍କ ଜୀଅନ୍ତା ‘ନାଗ’ ଖେଳ। ପାରମ୍ପରିକ ମେଳନରେ ଅଘୋରି ଙ୍କୁ ପ୍ରବେଶ ଅପସଂସ୍କୃତି ସୃଷ୍ଟି କରିବ। ମାତ୍ର ପୁରୀର ଅନେକ ମେଳଣରେ ଅଘୋରିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅଘୋରୀ ବିଭୂତି ଉଡ଼ାଇ କରୁଛନ୍ତି ତାଣ୍ଡବ ନୃତ୍ୟ ପ୍ରଦର୍ଶନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ଛଇତନା ଅଞ୍ଚଳରେ।ଏଭଳି ଅଭାବନୀୟ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଅଘୋରୀଙ୍କ ତାଳେ ତାଳେ ଶିବ ଓ ପାର୍ବତୀ ବେଶଧାରୀ ମଧ୍ୟ ଡିଜେ ମ୍ୟୁଜିକରେ ନୃତ୍ୟ କରୁଛନ୍ତି । ଅଘୋରୀମାନେ ଶିବଙ୍କ ହାତକୁ ମଝିରେ ମଝିରେ ନାଗ ସାପ ବଢ଼େଇ ଦେଉଛନ୍ତି। ପରେ ସାପ ସହ ଶିବଙ୍କ ବେଶଧାରୀ । ଖେଳ ଦେଖାଉଛନ୍ତି। ଛଇତନା ବଜାରରେ ଖେଳ ଦେଖାଇବା ସମୟରେ ଶିବ ବେଶଧାରୀ ବ୍ୟକ୍ତିଙ୍କ ନାକକୁ ନାଗ ସାପ କାମୁଡ଼ି ଦେଇଥିବା ମଧ୍ୟ
Apr 23,2024, 17:58 PM IST
Read More

Trending news