arun bothra

ट्विटर यूजर ने IPS से कहा- आप Anand Mahindra की तरह दिखते हैं, अफसर ने दिया ये फनी जवाब

आईपीएस अधिकारी अरुण बोथरा (Arun Bothra) एक ट्विटर यूजर के कमेंट का जवाब दिया है, जिसमें उसने कहा था कि सर आप आनंद महिंद्रा (Anand Mahindra) जैसे दिखते हैं.

Aug 12, 2021, 10:32 AM IST

युवती ने IPS अफसर Arun Bothra से की Boyfriend को Birthday विश करने की रिक्वेस्ट, अब निभाना होगा वादा

Girl Requests IPS To Wish Birthday: युवती ने मैसेज में लिखा था कि आज मेरे बॉयफ्रेंड का बर्थडे है. पिछले कुछ महीने उसके लिए बहुत मुश्किल थे और मैं किसी भी तरह उसके चेहरे पर मुस्कान वापस लाना चाहती हूं.

मई 30, 2021, 01:17 PM IST

कोर्ट के आदेश पर टिप्पणी कर ट्रोल हो गई Swara Bhaskar, सीनियर IPS Arun Bothra ने समझाया कानूनी ज्ञान

गुजरात (Gujarat की कोर्ट के आदेश पर टिप्पणी कर एक्टर स्वरा भास्कर (Swara Bhaskar) ट्विटर पर ट्रोल हो गई है. इस आदेश में कोर्ट ने 122 लोगों को 20 साल की सुनवाई के बाद UAPA से बरी कर दिया.

Mar 7, 2021, 01:03 PM IST

स्कूल जाने में छात्र रोज होता था लेट, ट्वीट के बाद Odisha परिवहन विभाग ने बदली बस की टाइमिंग; जमकर हो रही तारीफ

छात्र को बस की बदली हुई टाइमिंग के कारण हर दिन स्कूल जाने लेट हो जाता था और ट्वीट कर शिकायत की. इसके बाद ओडिशा परिवहन विभाग (Odisha Transport Department) बच्चे को स्कूल पहुंचने में मदद करने के लिए अपने बस की टाइमिंग ही बदल दी.

Jan 10, 2021, 09:17 AM IST

Pari Murder Case : ତଦନ୍ତ କେତେ ସତ, କେତେ ମିଛ?

ଡାକ୍ତରୀ ମାଇନା ରିପୋର୍ଟ ଆଧାରରେ SIT ଟିମ ଅଭିଯୁକ୍ତକୁ ସାବାଳକ ବୋଲି କହିଥିଲା। ପରେ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଥିଲେ। ହେଲେ ଗିରଫର ପ୍ରାୟ ୧୫ ଦିନ ପରେ SIT ଟିମକୁ ଏକ ଶକ୍ତ ଝଟକା ଲାଗିଛି।

Jan 5, 2021, 06:43 PM IST

ଅରୁଣ ବୋଥ୍ରାଙ୍କୁ ADG ପାହ୍ୟାକୁ ପଦୋନ୍ନତି

ପରୀ ହତ୍ୟାକାଣ୍ଡର ତଦନ୍ତ ଭାବର SIT ନେବାର ମାତ୍ର ୧୬ ଦିନ ଭିତରେ ଅରୁଣ ବୋଥ୍ରା ଅଭିଯୁକ୍ତକୁ ଗିରଫ କରିଥିଲେ। ଯାହାକୁ ନୟାଗଡ ପୋଲିସ (Nayagarh Police) ୫ ମାସରେ କରିପାରିନଥିଲା। ଏହା ପରେ ଅରୁଣ ଦିନକୁ ଦିନ ହତ୍ୟାକାଣ୍ଡର ବିଭିନ୍ନ ପ୍ରମାଣ ଖୋଜି ବାହାର କରିଥିଲେ।

Dec 29, 2020, 09:09 PM IST

Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ

ସରୋଜ ବିରୁଦ୍ଧରେ SIT ଗୋଟିଏ ପରେ ଗୋଟିଏ ପ୍ରମାଣ ପାଉଛି। ପ୍ରଥମେ ପରୀର ଫ୍ରକରୁ ସିମେନ ଦାଗ ମିଳିଥିଲା। ପରେ ସରୋଜ ଘରୁ ରକ୍ତ ଲଗା ଗାମୁଛା ମିଳିଛି। ଯାହାକୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

Dec 27, 2020, 10:22 AM IST

ରାଗ ଉପରେ ନିୟନ୍ତ୍ରଣ ଆଣିଲେ ଅରୁଣ ବୋଥ୍ରା

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, କେହି ଜଣେ ଏପ୍ରିଲ ମାସରେ ଏକ ଅଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ। ଏହି ପୋଷ୍ଟ ଭାଇରାଲ ହେବା ପରେ ମୁଁ ନିଜ ଉପରେ ନିୟନ୍ତ୍ରଣ ଆଣିବା ସହିତ ସଂଯମତା ମଧ୍ୟ ରକ୍ଷା କରୁଛି। 

Dec 26, 2020, 05:43 PM IST

'କାଲି କରିଥିଲା ଭୁଲ୍, ଆଜି କେମିତି ହେଲା ନିର୍ଦ୍ଦୋଷ'

ଅଭିଯୁକ୍ତ ସରୋଜ ସେଠୀ ପ୍ରଥମେ ପରୀକୁ ହତ୍ୟା କଲା ପରେ ଡେଡବଡ଼ି ସହ ଦୁଷ୍କର୍ମ ଉଦ୍ୟମ କରିଛି ବୋଲି ଅରୁଣ କହିଲେ। ପରେ ପ୍ରମାଣ ଖୋଜିବା ନେଇ ଯେଉଁଠାରେ ପରୀର ମୃତଦେହ ଜବତ ହୋଇଥିଲା ସେହି ପୋଖରୀ ଏକ ଲେଗିନ୍ସକୁ ମଧ୍ୟ ଜବତ କରାଗଲା।

Dec 24, 2020, 06:33 PM IST

Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଅଭିଯୁକ୍ତକୁ ନେଇ ନୟାଗଡ଼ ଯାଇଛି । ସେଠାରେ କ୍ରାଇମସିନ ରିକ୍ରିଏନସ କରିଛି ଏସଆଇଟି । ତେବେ ଏସଆଇଟି ଏହି ତଦନ୍ତ ଜାରି ରଖିଥିବା ବେଳେ ପରିବାର ସଦସ୍ୟ ଟିମକୁ ଘୋର ବିରୋଧ କରିଥିଲେ । 

Dec 24, 2020, 05:12 PM IST

ମୁଁ ଯେତିକି ଜାଣିଥିଲି, ତା'ଠାରୁ ଅଧିକ ମୋ ବିଷୟରେ ଜାଣିଛି ଅଭିଯୁକ୍ତ: ଅରୁଣ ବୋଥ୍ରା

ଏସଆଇଟି ଟିମ ଅଭିଯୁକ୍ତ ସରୋଜକୁ ନେଇ ନୟାଗଡ଼ ଯାଇଛି ।

Dec 24, 2020, 02:04 PM IST

ଆବିଷ୍କାରକ ଅରୁଣ!

SIT ମୁଖ୍ୟ ଅରୁଣ ବୋଥ୍ରା ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଖୋଜି ବାହାର କରୁଛନ୍ତି, ତାହା ଲୋକଙ୍କ ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି।

Dec 23, 2020, 11:37 PM IST

Pari Murder Case : ସରୋଜ ଘରୁ ରକ୍ତଭିଜା ଗାମୁଛା ଜବତ

ସରୋଜର ବୟାନକୁ ଆଧାର କରି ତାଙ୍କ ଯଦୁପୁର ଘରେ ଚଢଉ କରିଥିଲା। ଏହି ରେଡ୍ ବେଳେ ଘରୁ ଏକ ରକ୍ତଭିଜା ଗାମୁଛା (blood stain towel) ମିଳିଛି। ଯାହା ସରୋଜ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆହୁରି ମଜବୁତ କରୁଛି।

Dec 23, 2020, 09:40 PM IST

ପରି ହତ୍ୟାକାଣ୍ଡ: ହାଇକୋର୍ଟରେ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ ଦାବି କଲା ଓଡ଼ିଶା ବିକାଶ ପରିଷଦ

ପରୀ ହତ୍ୟା ମାମଲାରେ (Pari Murder case) ହାଇକୋର୍ଟରେ ଦାୟର ହେଲା ମିଶକେସ ମାମଲା ।

Dec 23, 2020, 01:32 PM IST

କେବଳ ପରୀ ନୁହେଁ ରାଜ୍ୟର ଏଭଳି କିଛି ହତ୍ୟାକାଣ୍ଡ, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା

ଗତ ଜୁଲାଇ ମାସରେ ପରୀକୁ ଅପହରଣ ଓ ହତ୍ୟା ଘଟଣା ଘଟିଥିଲା । ମାତ୍ର ଏହା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପରୀର ବାପା ଅଶୋକ ସାହୁ (Ashok Sahoo) ଓ ମାଆ ସୌଦାମିନି ସାହୁ (Soudamini Sahoo) ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

Dec 23, 2020, 01:11 PM IST

ପରୀ ହତ୍ୟା ଘଟଣା: ପୋଖରୀରୁ ମିଳିଲା ପଲିଥିନ ବନ୍ଧା ଲେଗିନ୍ସ,

ଯଦୁପୁର ପରୀ ହତ୍ୟା (Pari Murder Case) ଘଟଣାରେ ଏସଆଇଟି (SIT) ତଦନ୍ତ ପ୍ରକ୍ରିୟାରେ ଆଉ ଏକ ପାଦ ଆଗେଇଛି ।

Dec 23, 2020, 09:20 AM IST

#PariMurdercase : SIT ନିକଟରେ ଅଛି ଏହି ସବୁ ପ୍ରମାଣ...

"୨୨ ବର୍ଷର ପୋଲିସ ଚାକିରିରେ ମୋ ପାଇଁ ଏହା ସବୁଠୁ ବଡ ବୀଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସାନ ଭଉଣୀ ସହ ପରୀର ଭଲ ସଂପର୍କ ଥିଲା । ପରୀ ୧୩ ତାରିଖରେ ଜାମୁକୋଳି ଖାଇବାକୁ ସରୋଜଙ୍କ ଘରକୁ ଯାଇଥିଲା। ୧୪ ତାରିଖରେ ବି ପରୀ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ସେଦିନ ପରୀ ସାଙ୍ଗମାନଙ୍କ ସହ ନ ଆସି ଏକା ଆସି ଥିଲା। ସବୁ ଦିନ ଭଳି ସେ ଦିନ ବି ସରୋଜର ମାଆ ଓ ଭଉଣୀ ଅଫିସ ଯାଇଥିଲେ। ସରୋଜ ଘରେ ଏକା ଥିଲା।"

Dec 22, 2020, 11:17 PM IST

#PariMurderCase : କାହାକୁ ବଞ୍ଚାଉଛନ୍ତି ଅରୁଣ ବୋଥ୍ରା?

ପରୀ ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। କେବଳ ସରୋଜ ନିଜେ ଦୋଷ ସ୍ୱୀକାର କରିଥିବା ପୋଲିସ ଦାବି କରିଛି। ଯଦି ସେ କୋର୍ଟରେ ବୟାନ ବଦଳାଏ, ତେବେ କଣ ହେବ?

Dec 22, 2020, 06:57 PM IST

ତଦନ୍ତରେ ଅସନ୍ତୋଷ, ସରୋଜ କେବଳ ମୋହରା: ପରୀର ମା'

ମୁଖ୍ୟ ଅପରାଧୀକୁ ଖସାଇବାକୁ ଉଦ୍ୟମ ହେଉଛି। ରାଜନୈତିକ ଚାପର ବଶବର୍ତ୍ତି ହୋଇ ଅରୁଣ ବୋଥ୍ରା ସରୋଜକୁ ମୋହରା ସଜାଇଛନ୍ତି ।

Dec 22, 2020, 03:38 PM IST

ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ

ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି।

Dec 22, 2020, 12:53 PM IST