arun sahoo

ଜେଇଇ ମେନ୍ ଢାଞ୍ଚାରେ ଆଜିଠୁ ଓଜେଇଇ

କୋଭିଡ କଟକଣା ଭିତରେ ଆଜିଠୁ ଓଜେଇଇ ବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ହେଉଛି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।

Oct 12, 2020, 07:18 AM IST

ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା

ବିଶ୍ୱବିଦ୍ୟାଳୟ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମ ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା । ରାଜ୍ୟର ୬୮ଟି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।

Oct 12, 2020, 07:13 AM IST

ଶିକ୍ଷା କ୍ଷେତ୍ରରେ ଜିଡ଼ିପିର ୬ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବ: ମନ୍ତ୍ରୀ

new education policy: ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରି ବିଭିନ୍ନ ବର୍ଗର ମତାମତ ନେଉଛି।

Aug 17, 2020, 04:46 PM IST

ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ ଅରୁଣ ସାହୁ

ଖାଦ୍ୟର ମାନ ପରୀକ୍ଷା କରିବା ସହିତ ନିଜେ ଖାଦ୍ୟ ଖାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ

Oct 24, 2019, 05:10 PM IST

ସାଧାରଣ ମଣିଷ ପରି ଟ୍ରେନରେ ଯାତ୍ରା କଲେ ଅରୁଣ ସାହୁ

ନୟାଗଡ଼ ସେବା ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ

Oct 23, 2019, 10:53 PM IST