farm act 2020

'ଆଲୋଚନା ନହେଲେ ଗୁଳିରେ ସରିବ କୃଷକ ଆନ୍ଦୋଳନ'

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କୃଷକ ନେତା ରାକେଶ ଟିକାୟତ (Rakesh Tikait) କହିଛନ୍ତି ଯେ, ଏହି କୃଷକ ଆନ୍ଦୋଳନ ‘ଆଲୋଚନା’ କିମ୍ବା ‘ଗୁଳି’ ସହିତ ଶେଷ ହେବ।

Jul 9, 2021, 01:49 PM IST

FCI Privatization: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏଫସିଆଇ ଭଳି ସଂସ୍ଥାକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି।

Apr 5, 2021, 08:17 PM IST

ଚାଷୀ ଆନ୍ଦୋଳନରେ ଫାଟ; ବିଦେଶୀ ପାଣ୍ଠିକୁ ନେଇ ମୁହାଁମୁହିଁ କୃଷକ ନେତା

ଏପରି ପ୍ରତିକ୍ରିୟା ଶୁଣିବା ପରେ ଭାରତୀୟ କିଷାନ ୟୁନିୟନ(ଲୋକଶକ୍ତି) ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ସେହି କୃଷକ ନେତା ମୋ ଠାରୁ ୩ ହଜାର ଟଙ୍କା ନେଇଥିଲେ।

Feb 24, 2021, 11:54 PM IST

'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଫେବୃରୀ ୨୨ ତାରିଖ ସୋମବାର ନିଜ ସଂସଦୀୟ କ୍ଷେତ୍ର ୱାୟନାଡ ଠାରେ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ ସ୍ଥାନୀୟ ସାଂସଦ ରାହୁଲ ଗାନ୍ଧୀ । 

Feb 23, 2021, 08:57 PM IST

'କୃଷି ଆଇନରେ କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ'

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ୍ ଉପରେ ହୋଇଥିବା ଆଲୋଚନା ଉପରେ ଜବାବ ରଖି କହିଛନ୍ତି ଏହି ବଜେଟ୍ ନୀତି ଉପରେ ଆଧାରିତ। 

Feb 13, 2021, 10:13 PM IST

Farmer Protest : 6 February को Farmers का देशभर में चक्का जाम | Tractor March से किसको डराएंगे

किसान आंदोलन पर शरद पवार का बड़ा बयान, आंदोलन पर केंद्र सरकार संवेदनशील नहीं है -पवार 6 February को Farmers का देशभर में चक्का जाम

Feb 5, 2021, 06:45 PM IST

Farmer Protest : Agricultural law पर Committee ने Farmers से मांगे हैं विचार | Kisan Andolan | Kisan

गाजीपुर बॉर्डर, सिंघु बॉर्डर व टिकरी बॉर्डर पर किसानों की भीड़ लगातार बढ़ती जा रही है। दिल्ली की सीमाओं पर कृषि कानूनों का विरोध कर रहे किसानों के आंदोलन तेज हो गया है।

Feb 4, 2021, 10:00 AM IST

Farmer Protest : दोबारा होगा देशभर में Red Fort वाला तांडव! | Kisan Andolan | Priyanka Gandhi Vadra

तीन कृषि कानूनों के विरोध में 26 जनवरी को दिल्ली में हुई हिंसा के मामले में सुप्रीम कोर्ट ने दखल देने से इनकार कर दिया है दिल्ली में ट्रैक्टर परेड के दौरान किसान नवरीत सिंह को श्रद्धांजलि देने गुरुवार को कांग्रेस की राष्ट्रीय महासचिव प्रियंका गांधी आ सकती हैं।

Feb 4, 2021, 10:00 AM IST

Tractor Ralley: ହିଂସାକାଣ୍ଡରେ ୧୦୯ ପୋଲିସ ଆହତ, ୪୫ ଟ୍ରମା ସେଣ୍ଟର ସ୍ଥାନାନ୍ତର

 ଦିଲ୍ଲୀରେ କୃଷକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଟ୍ରାକ୍ଟ୍ରର ରାଲିରେ ହିଂସାକାଣ୍ଡ ହେବା କାରଣରୁ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। 

Jan 26, 2021, 11:09 PM IST

ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି

କୃଷକଙ୍କ ପକ୍ଷରୁ ହେବାକୁ ଥିବା ପଦଯାତ୍ରାରେ ୩ ହଜାର ସ୍ୱେଚ୍ଛାସେବକ ଯୋଗ ଦେବେ। ଅନ୍ୟପଟେ ୧୫୦୦ କୃଷକ ଟ୍ରାଫିକ ନିୟନ୍ତ୍ରଣରେ ରହିବେ।

Jan 26, 2021, 05:39 PM IST

ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ

ଟ୍ରାକ୍ଟର ରାଲିରେ ଯୋଗ ଦେଇଥିବା କେତେକ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ପୋଲିସ ଉପରେ ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ କରିଛନ୍ତି। ପୋଲିସ ଏହି ଉତ୍ତେଜିତ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। 

Jan 26, 2021, 03:27 PM IST

ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଗାଇଡଲାଇନ୍ସ ଜାରି, ଜାଣନ୍ତୁ କ'ଣ ରହିଛି ସର୍ତ୍ତ

ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୬୦ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକଙ୍କ ପକ୍ଷରୁ  ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରାଯାଇଛି।

Jan 25, 2021, 06:30 PM IST

କୃଷକ ଆନ୍ଦୋଳନ: ମୋଦି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା

ନୂଆ କୃଷି ଆଇନ ପାରିତ ପୂର୍ବରୁ ସରକାର (Central Govt) କଣ କରିଛନ୍ତି, ତାହା କୋର୍ଟ ଭଲ ଭାବରେ ଜଣାନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ପ୍ରଥମ ଶୁଣାଣି ବେଳେ ମଧ୍ୟ ଠିକ ଏହି କଥା କୋର୍ଟ କହିଥିଲେ।

Jan 11, 2021, 03:33 PM IST

Karnal मामले में बड़ा खुलासा हुआ | Karnal violence के पीछे Gurnam Singh Chadhuni की साजिश | Farmers

किसान नेता गुरनाम सिंह चढूनी पर केस दर्ज हुआ चढूनी पर हिंसा के लिए उकसाने का आरोप लगा

Jan 11, 2021, 01:45 PM IST

किसान मार्च: कल की बैठक से पहले आज ट्रैक्टर मार्च शुरू, हो रही 26 की तैयारी

नए कृषि कानूनों के खिलाफ किसानों के आंदोलन का आज 43वें दिन भी जारी है. सरकार से लगातार बातचीत विफल होने के बाद अब किसानों ने अपने आंदोलन को और तेज कर दिया है. आज राजधानी की सीमाओं के अलावा किसान 135 किमी लंबे ईस्टर्न पेरिफेरल एक्सप्रेस-वे पर ट्रैक्टर मार्च निकाल रहे हैं.

Jan 7, 2021, 11:40 AM IST

ନୂଆ କୃଷି ଆଇନକୁ ନିଆରା ବିରୋଧ; ୧୧ ଏକର ଫସଲରେ ଟ୍ରାକ୍ଟର ଚଢାଇଦେଲେ କୃଷକ

ଅସନ୍ତୁଷ୍ଟ ହୋଇ ଉଠିଥିବା କୃଷକଙ୍କ କହିବା କଥା ଆଳୁ ଭଳି କୃଷି ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ଏମଏସପି ମିଳୁ। କାରଣ ଏହା ଦ୍ୱାରା ସେମାନଙ୍କୁ କୌଣସି ପ୍ରକାର କ୍ଷତି ସହିବାକୁ ପଡିବ ନାହିଁ।

Dec 26, 2020, 10:08 PM IST

Reality Check: दिल्ली में सड़कों पर अन्नदाता...झारखंड में क्या हाल ?

दिल्ली में हजारों किसान आंदोलन कर रहे हैं. किसानों का आंदोलन पैदावार के उचित मूल्य को लेकर है. ऐसे में जी मीडिया ने झारखंड में किसानों की स्थिति जानने की कोशिश की.

Dec 21, 2020, 02:33 AM IST

କୃଷକ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପିର 'ମିଶନ ବିଭିଷଣ'!

  ବାରମ୍ବାର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ଆଲୋନା ହୋଇଛି। କିନ୍ତୁ ଏଥିରେ କୌଣସି ସଫଳତା ମିଳିନାହିଁ। ତେବେ ଏବେ ସେହି ଅନ୍ନଦାତାଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଭଣ୍ଡୁର କରିବାକୁ ବିଜେପି ତାର ପାରମ୍ପାରିକ ହାତକଣ୍ଡା ଆପଣାଇଥିବା ଅଭିଯୋଗ ହୋଇଛି।

Dec 15, 2020, 04:41 PM IST

ଚାଷୀ ସାଜିଛନ୍ତି ମୋହରା; କୃଷକ ଆନ୍ଦୋଳନରୁ ଫାଇଦା ଉଠାଇବାକୁ ସବୁ ଦଳର ଉଦ୍ୟମ

ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲି ଅର୍ଥାତ ୧୪ ତାରିଖ ଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ବିଭିନ କୃଷକ ସଙ୍ଗଠନର ନେତା ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।

Dec 13, 2020, 08:30 PM IST

ସରୁନି ଅଙ୍କକଷା, ମିଳୁନି ଉତ୍ତର; ପୁରୁଣା ଦାବିରେ ଅଟଳ କୃଷକ ସଂଘ

ସରକାରଙ୍କ ପକ୍ଷରୁ ଲିଖିତ ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୃଷକ ସଙ୍ଗଠନ ପକ୍ଷରୁ କୌଣସି ଉତ୍ତର ରଖାଯାଇନାହିଁ। ଆଲୋଚନା ପାଇଁ କୃଷକ ପ୍ରସ୍ତୁତ ଥିବାବେଳେ ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ କୃଷକ ନେତା ମତ ରଖିଛନ୍ତି।

Dec 12, 2020, 11:46 PM IST