Advertisement

Hiware bazar

alt
ଭାରତରେ ଏଭଳି ଗୋଟିଏ ଗାଁ ଅଛି ଯାହାକୁ କୋଟିପତିଙ୍କ ଗାଁ ବୋଲି କୁହାଯାଏ । ଏହି ଗାଁର ସମୁଦାୟ ଜନସଂଖ୍ୟା ୧୨୫୦ ଅଧିକ । ଗାଁରେ ୩୦୫ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ୮୦ ପରିବାର କୋଟିପତି । ୫୦ ପରିବାରର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ । ଗୋଟିଏ ଗାଁରେ ଏତେ ସଂଖ୍ୟକ କୋଟିପତି ଥିବା କଥା ଶୁଣି ଆପଣ ଭାବୁଥିବେ ଯେ, ହୁଏତ ଏହି ଗାଁ ଲୋକ ଖାନଦାନୀ ଧନି ହୋଇଥିବେ କିମ୍ବା ବ୍ୟବସାୟୀ ହୋଇଥିବେ । ଉତ୍ତରାଧିକାରୀସୂତ୍ରରେ ସେମାନଙ୍କୁ ପ୍ରବଳ ସମ୍ପତ୍ତି ମିଳିଥିବ । କିନ୍ତୁ ଏହା ଠିକ ନୁହେଁ ।ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁର ସଂଖ୍ୟାଧିକ ବାସିନ୍ଦା ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଏକାଠି ହୋଇ ଚାଷ କରି ସେମାନେ ଗାଁ’ର ଜିଡିପିରେ ଏମିତି ବୃଦ୍ଧି କରିଛନ୍ତି ଯେ, ଏବେ ଗାଁକୁ କୋଟିପତିଙ୍କ ଗାଁ ବୋଲି କୁହାଯାଉଛି
Feb 26,2024, 19:13 PM IST

Trending news