hyderbad

ଫ୍ୟାନ୍ସଙ୍କ ପାଖରେ ସୋନୁ ହାଜର, ଏଭଳି ପ୍ରତିକ୍ରିୟା ଦେଲେ ପ୍ରଶଂସକ

ସୋନୁ (Sonu Sood) ହାଇଦ୍ରାବାଦ (Hyderbad) ଯାଇଥିଲେ । ତେବେ ସରପ୍ରାଇଜ ଦେବାକୁ ଯାଇ ସୋନୁ ତାଙ୍କର ଜଣେ ବଡ଼ ପ୍ରଶଂସକ ଅନୀଲଙ୍କ ଫାଷ୍ଟ ଫୁଡ଼ ଷ୍ଟଲ (Fast Food Stall) ନିକଟରେ ପହଞ୍ଚି ଯାଇଥିଲେ ।

Dec 26, 2020, 10:25 AM IST

ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟରେ ଟିକା ସଂରକ୍ଷଣ କେନ୍ଦ୍ର ନିର୍ମାଣ ଶେଷ

ସ୍ୱଦେଶୀ ହେଉ କି ବିଦେଶୀ। ଏବେ ଭାରତ (India) ପାଇଁ ଜରୁରୀ ଭ୍ୟାକସିନ (Corona Vaccine)। ଦେଶବାସୀଙ୍କ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକା (Corona Vaccine) ପରୀକ୍ଷଣ ଚାଲିଥିବାବେଳେ ସରକାର ମଧ୍ୟ ପୂର୍ବ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। 

Dec 7, 2020, 11:02 AM IST

हैदराबाद के भारत बायोटेक पहुंचे पीएम मोदी, 'कोवैक्सीन' पर लेंगे जानकारी

पीएम मोदी कोरोना वैक्सीन के लिए चल रही तैयारियों का जायजा लेने के लिए हैदराबाद के भारत बायोटेक पहुंचे, जहां वह 'कोवैक्सीन' नाम से तैयार हो रही कोरोना वैक्सीन की जानकारी लेंगे.

Nov 28, 2020, 02:50 PM IST

ରାସ୍ତା ଛାଡ଼ିଲା ରାଜଧାନୀ, ୬ ମିନିଟରେ ବିମାନ ବନ୍ଦର

ରୋଗୀଙ୍କୁ ରାସ୍ତା ଦେଲା ରାଜଧାନୀ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଜି ପୁଣି ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଆଁଳାକୁଦାର ଅଭୟ କୁମାର ଜେନା ନାମକ ବ୍ୟକ୍ତି ଗତ ୧୯ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସ୍ତ୍ରିତ ହେଉଥିଲେ ।

Oct 24, 2020, 06:35 AM IST

7 साल की बच्ची ने अपने इस कारनामे से जीता देश का दिल, हर कोई कर रहा तारीफ

 जन्नत के इस अभियान की कहानी को हैदराबाद के पाठ्यपुस्तक में प्रकाशित किया गया है. बच्ची के अभियान की हर कोई तारीफ कर रहा है.

Jun 24, 2020, 06:48 PM IST

देखिए DNA: नॉन स्टॉप खबरें, 2 दिसंबर 2019

देखिए DNA: नॉन स्टॉप खबरें, 2 दिसंबर 2019...ज्यादा जानने के लिए देखें वीडियो... #DNA #SudhirChaudhary

Dec 2, 2019, 11:20 PM IST