Advertisement

Jailer Film Review

alt
ବକ୍ସ ଅଫିସରେ ହଇଚଇ ସୃଷ୍ଟି କଲା ତଲାଏବାଙ୍କ ଫିଲ୍ମ ଜେଲର । ଅଗଷ୍ଟ ୧୦ ଅର୍ଥାତ୍ ଗତକାଲି ରିଲିଜ ହୋଇଥିବା ଜେଲର ଫିଲ୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହି ଫିଲ୍ମର ଷ୍ଟାର କାଷ୍ଟ, ଗୀତ ଓ କାହାଣୀକୁ ବେଶ୍ ପ୍ରଂଶସା କରିଛନ୍ତି ଦର୍ଶକ । ରଜନୀକାନ୍ତଙ୍କ ଫିଲ୍ମ ରିଲିଜ ପାଇଁ ବେଙ୍ଗାଲୁରୁ ଓ ଚେନ୍ନାଇରେ ଅଫିସ ଛୁଟି ଘୋଷଣା କରାଯାଇଥିଲା। କେବଳ ଏତିକି ନୁହେଁ ଜାପାନ ଦମ୍ପତ୍ତି ତଲାଇବାଙ୍କ ଫିଲ୍ମ ଦେଖିବା ପାଇଁ ସୁଦୂର ଜାପାନର ଓସାକାରୁ ଚେନ୍ନାଇକୁ ଯାତ୍ରା କରିଛନ୍ତି। ସ୍ଥାନୀୟ ହଲ୍‌ରେ ଦୁହେଁ ଫିଲ୍ମ ଦେଖିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଇଛି। ଡାଇରେକ୍ଟର ନେଲସନ ଦିଲିପ କୁମାରଙ୍କ ଏହି ଫିଲ୍ମଟି ରିଲିଜ ହେବା ପରେ କେତେ କରିଛି କଲେକ୍ସନ...କଣ ରହିଛି ରିଭ୍ୟୁ...ଦେଖନ୍ତୁ ଏହି ରିପୋର୍ଟ...
Aug 11,2023, 17:49 PM IST

Trending news