ସୋନିଆ-ଉଦ୍ଧବଙ୍କ ମଧ୍ୟରେ ହୋଇଛି ଆଲୋଚନା, ଶିବସେନାକୁ ବାହାରୁ ସମର୍ଥନ ଦେବ କଂଗ୍ରେସ!
ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମହାରାଷ୍ଟ୍ର କଂଗ୍ରେସର ବଡ଼ ନେତାଙ୍କ ବୈଠକ ଜାରି ରହିଛି । ସେହିପରି ଜୟପୁରରେ ଥିବା ମହାରାଷ୍ଟ୍ରର ନବ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ସହ ମଧ୍ୟ ସୋନିଆ ଆଲୋଚନା କରିଛନ୍ତି । ବିଧାୟକମାନେ ଶିବସେନାକୁ ସମର୍ଥନ ଦେବା ପକ୍ଷରେ ମତ ଦେଇଛନ୍ତି ।
Nov 11, 2019, 06:35 PM IST
ସରକାର ଗଠନ ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ହସ୍ପିଟାଲରେ ଭର୍ତ୍ତି
ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ରାଜ୍ୟରେ ରାଜନୈତିକ ସ୍ଥିରତା ପାଇଁ ଶିବସେନା ସହ ଏନସିପି ଓ କଂଗ୍ରେସ ମିଶି ଗଢି ପାରନ୍ତି ସରକାର । ଅନ୍ୟପକ୍ଷେ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇ ପାରି ନାହିଁ ଯେ କଣ ପାଇଁ ରାଉତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Nov 11, 2019, 05:01 PM IST
ମହାରାଷ୍ଟ୍ରରେ କଂଗ୍ରେସର ଫର୍ମୁଲା: ୧୪-୧୪ ମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ!
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଆଉଁ କିଛି ସମୟ ମଧ୍ୟରେ ସ୍ଥିତି ସ୍ପଷ୍ଟ ହୋଇଯିବ । ଅପରାହ୍ନ ୪ଟାରେ କଂଗ୍ରେସର ଦ୍ୱିତୀୟ ବୈଠକ ଆରମ୍ଭ ହେବ । ଏହି ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶିବସେନାକୁ ସମର୍ଥନ ଦେବା ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ଏହାପରେ ଏନସିପି ମଧ୍ୟ ନିଜର ମତ ସ୍ପଷ୍ଟ କରିବ । ଯଦି ଏହି ବୈଠକ ପରେ କଂଗ୍ରେସ ଶିବସେନାକୁ ସମର୍ଥନ ଦେବା ଉପରେ ସହମତ ବ୍ୟକ୍ତ କରେ ତେବେ ଆଜି ସନ୍ଧ୍ୟା ମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନ ଉପରେ ସ୍ଥିତି ସ୍ପଷ୍ଟ ହୋଇଯିବ ।
Nov 11, 2019, 04:41 PM IST
महाराष्ट्र की राजनीति में 'कटप्पा' और 'बाहुबली' की एंट्री! Twitter पर आए ऐसे रिएक्शन
NDA गठबंधन छोड़ने के ऐलान के बाद सोशल मीडिया पर शिवसेना की काफी किरकिरी हो रही है.
Nov 11, 2019, 10:37 AM IST
महाराष्ट्र में सरकार गठन के सवाल पर खड़गे बोले- हम आलाकमान के निर्देश पर काम करेंगे
मल्लिकार्जुन खड़गे राजनीतिक हालात के बारे में सोनिया गांधी को जल्द ही अवगत कराएंगे.
Nov 11, 2019, 08:27 AM IST
महाराष्ट्र: शिवसेना और NCP के बीच सरकार बनाने पर बात बनी, आज सोनिया गांधी से मिलेंगे संजय राउत
कांग्रेस-एनसीपी के समर्थन से बनेगी शिवसेना की सरकार: सूत्र
Nov 11, 2019, 07:28 AM IST
उद्धव ठाकरे बन सकते हैं महाराष्ट्र के अगले मुख्यमंत्री, अजित पवार डिप्टी सीएम: सूत्र
सूत्रों का कहना है कि शिवसेना प्रमुख उद्धव ठाकरे (Uddhav Thackeray) खुद महाराष्ट्र (Maharashtra) के मुख्यमंत्री बन सकते हैं. एनसीपी और कांग्रेस के साथ हुई डील में तय हुआ है कि एनसीपी प्रमुख शरद पवार के भतीजे अजित पवार (Ajit Pawar) को उप मुख्यमंत्री का पद मिल सकता है और जयंत पाटिल को गृहमंत्री का पद दिया जा सकता है.
Nov 10, 2019, 09:08 PM IST
महाराष्ट्र: शिवसेना कल पेश कर सकती है सरकार बनाने का दावा, NCP देगी साथ: सूत्र
सूत्रों का कहना है कि शिवसेना सोमवार को राज्यपाल भगत सिंह कोश्यारी से मिलकर सरकार बनाने का दावा पेश कर सकती है. माना जा रहा है कि शिवसेना की राष्ट्रवादी कांग्रेस पार्टी (एनसीपी) के साथ डील हो गई है. एनसीपी और शिवसेना मिलकर सरकार बनाएगी, वहीं बीजेपी को सत्ता में आने से रोकने के लिए कांग्रेस शिवसेना-एनसीपी के गठबंधन की सरकार को बैक से सपोर्ट कर सकती है.
Nov 10, 2019, 07:02 PM IST
महाराष्ट्र में अकेले सरकार बनाने में असमर्थ है BJP, राज्यपाल कोश्यारी को किया सूचित
बीजेपी ने कहा कि उन्होंने शिवसेना के साथ मिलकर चुनाव लड़ा था, लेकिन अब सरकार बनाने में किन्हीं वजहों से वह साथ नहीं दे रही है, इसलिए उनके पास सरकार बनाने का बहुमत नहीं है. यह फैसला बीजेपी कोर कमेटी में लिया गया है.
Nov 10, 2019, 06:35 PM IST
ମହାରାଷ୍ଟ୍ରରେ ସରକାର ଗଢିବାକୁ ମନା କଲା ବିଜେପି
ମହାରାଷ୍ଟ୍ରରେ ସରକାର ଗଢିବାକୁ ମନା କଲା ବିଜେପି । ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ନାହିଁ, ତେଣୁ ଆମେ ସରକାର ଗଢିବାକୁ ଅସମର୍ଥ ବୋଲି କହିଛି ବିଜେପି । ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଜେପି ନିଜର ମତ ସ୍ପଷ୍ଟ କରିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାଜ୍ୟରେ ଆଗାମୀ ସରକାର କିଏ ଗଢିବେ, ନା ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିବେ । ବର୍ତ୍ତମାନ ଦେଖିବାକୁ ରହିଲା ଶିବସେନା କଣ କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଠନ କରିବାକୁ ପ୍ରୟାସ କରିବ ?
Nov 10, 2019, 06:27 PM IST
ମାତୋଶ୍ରୀ ବାହାରେ ଲାଗିଛି ପୋଷ୍ଟର, କ'ଣ ଉଦ୍ଧବ ହେବେ ଆଗାମୀ ସିଏମ?
ମହାରାଷ୍ଟ୍ରରେ ଆଗାମୀ ସରକାର କିଏ ଗଢିବେ, ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ । ଶନିବାର ରାଜ୍ୟପାଳ ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ସତ କିନ୍ତୁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ବଳ ନାହିଁ । ତେଣୁ ବର୍ତ୍ତମାନ ଦେଖିବାକୁ ରହିଲା ଶିବସେନା କଣ କଂଗ୍ରେସ ଓ ଏନସିପି ସହାୟତାରେ ସରକାର ଗଠନ କରିବାକୁ ପ୍ରୟାସ କରିବ ? ଏହି କ୍ରମରେ ଆଜି ଅର୍ଥାତ ରବିବାର ମାତାଶ୍ରୀ ବାହାରେ ଶିବସେନା କାର୍ଯ୍ୟକର୍ତ୍ତା ପୋଷ୍ଟର ଲଗାଇଛନ୍ତି । ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖା ଯାଇଛି ।
Nov 10, 2019, 05:44 PM IST
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ ଦେଲେ ରାଜ୍ୟପାଳ
ପ୍ରତୀକ୍ଷାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ବଡ଼ ପଦକ୍ଷେପ । ଶନିବାର ସରକାର ଗଢିବା ପାଇଁ ବିଜେପିକୁ ଆମନ୍ତ୍ରଣ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗବତ ସିଂହ ଖୋସାୟାରୀ । ବିଜେପି ବୃହତ ଦଳ ହୋଇଥିବାରୁ ଏହି ଆମନ୍ତ୍ରଣ ମିଳିଛି ।
Nov 9, 2019, 08:28 PM IST
ବିଜେପିକୁ ଟାର୍ଗେଟ କଲା ପୁରୁଣା ବନ୍ଧୁ ଶିବସେନା
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ରାଜନୈତିକ ଦଳଗୁଡିକ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କ ଆଗରେ ଦାବି ଉପସ୍ଥାପନ କରିବ ନା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗିବ, ତାହା ଉପରେ ସଂଶୟ ଜାରି ରହିଛି । ଅନ୍ୟପଟେ ପ୍ରାୟ ଦିନ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମୁହାଁମୁହିଁ ହେଉଛି । ଶନିବାର ପୁଣିଥରେ ଶିବସେନା ବିଜେପିକୁ ଟାର୍ଗେଟ କରିଛି ।
Nov 9, 2019, 04:16 PM IST
ବିଜେପି ସହ ମେଣ୍ଟ ଭାଙ୍ଗିବ ଶିବସେନା!
ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶିବସେନା ଉପରେ ବର୍ଷିଛନ୍ତି ଫଡନାବିସ । ରାଜ୍ୟରେ ସରକାର ଗଠନ ନ ହେବାରୁ ଶିବସେନାକୁ ଦାୟୀ କରିଛନ୍ତି ସେ ।
Nov 8, 2019, 05:59 PM IST
ନୀରବତା ସହ ମହାରାଷ୍ଟ୍ରରେ ଏହି ରଣନୀତି ଉପରେ କାମ କରୁଛି ବିଜେପି
ମହାରାଷ୍ଟ୍ରରେ ଆଗାମୀ ସରକାର କାହାର ହେବ, ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ବିଜେପି ଓ ଶିବସେନା ମଧ୍ୟରେ ଜାରି ରହିଛି ବାକଯୁଦ୍ଧ । ବିନା ମୁଖ୍ୟମନ୍ତ୍ରୀ ପଦରେ ବିଜେପି ମିଶି ସହ ସରକାର ଗଢିବ ନାହିଁ ବୋଲି ସ୍ପଷ୍ଟ କରିଛି ଶିବସେନା । ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଏନସିପିର ପ୍ରମୁଖ ଶରଦ ପାୱାରଙ୍କ ସହ ସାକ୍ଷାତ ମଧ୍ୟ କରି ସାରିଛନ୍ତି । ଏନସିପି ଓ କଂଗ୍ରେସ ସହଯୋଗରେ ଶିବସେନା ସରକାର ଗଢିବାର ଆଶା ବାନ୍ଧି ବସିଛି । ଅନ୍ୟପକ୍ଷେ ବିଜେପି ମଧ୍ୟ ପ୍ରସ୍ତୁତ କରୁଛି ନିଜର ରଣନୀତି ।
Nov 3, 2019, 08:07 PM IST
ସିଏମ ପଦ ପାଇଁ ଲିଖିତ ଆଶ୍ୱାସନା ମାଗିଲା ଶିବସେନା
ମହାରାଷ୍ଟ୍ର ବିଧାନସଭାରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଜାରି ରହିଛି କୁସ୍ତି । ସରକାର ଗଢିବାକୁ ନେଇ ୫୦-୫୦ ଫର୍ମୁଲାରେ ଅଡ଼ି ବସିଛି ଶିବସେନା । ସେପଟେ ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏହି ସମସ୍ତ ଘଟଣା ମଧ୍ୟରେ ଶିବସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ ।
Oct 26, 2019, 03:29 PM IST
ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇବ କଂଗ୍ରେସ-ଏନସିପି!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ଏଠାରେ ବିଜେପି ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି । କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟାରେ କମି ଆସିଛି । ଯାହା ପରେ ସହଯୋଗୀ ଶିବସେନାର ଆଖି ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ପଡିଛି । ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲାର ଦାବି କରିଛନ୍ତି ।
Oct 25, 2019, 08:10 AM IST
महाराष्ट्र में पिछले 50 साल में किसी सीएम ने कार्यकाल पूरा नहीं किया: पीएम मोदी
महाराष्ट्र और हरियाणा विधानसभा चुनाव के नतीजे आ गए हैं. हालांकि, अब तक सभी सीटों पर विजेताओं की घोषणा नहीं हो सकी है, लेकिन तस्वीर लगभग स्पष्ट हो चुकी है.
Oct 24, 2019, 07:52 PM IST
Video: मतदान से पहले सिद्धिविनायक के दर्शन करने पहुंचे आदित्य ठाकरे
सोमवार को मतदान करने से पहले आदित्य ठाकरे सिद्धिविनायक मंदिर में बप्पा के दर्शन करने पहुंचे. आदित्य वर्ली विधानसभा क्षेत्र से चुनाव लड़ रहे हैं.
Oct 21, 2019, 08:30 AM IST
महाराष्ट्रा विधानसभा चुनाव जीतने की तैयारी में कांग्रेस, CM गहलोत और पायलट जमकर कर रहे प्रचार
वहीं सचिन पायलट को भी बतौर स्टार प्रचारक अलग-अलग चुनावी सभाओं में चुनाव प्रचार की जिम्मेदारी दी गई है. मुंबई क्षेत्र में 36 विधानसभा सीटों में से 29 पर कांग्रेस ने अपने प्रत्याशी चुनावी मैदान में उतारे हैं.
Oct 16, 2019, 08:13 PM IST