MEA Press Conference: ଭାରତ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ସହ ଜଡିତ ଯେକୌଣସି ସମସ୍ୟା କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବ । ଏଥିରେ କୌଣସି ତୃତୀୟ ପକ୍ଷର କୌଣସି ଭୂମିକା ରହିବ ନାହିଁ। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନକୁ ଅବୈଧ ଭାବରେ ଅଧିକୃତ କାଶ୍ମୀର (ପିଓକେ) ଖାଲି କରିବାକୁ ପଡିବ।
ଡିଜି ଏଓ ଏ କେ ଭାରତୀ କହିଛନ୍ତି ଯେ ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁସ୍ତରୀୟ। ସମସ୍ତ ପାକିସ୍ତାନୀ ଡ୍ରୋନକୁ ସ୍ୱଦେଶୀ କାଉଣ୍ଟର ଡ୍ରୋନ ସିଷ୍ଟମ ଦ୍ୱାରା ଖସାଇ ଦିଆଯାଇଥିଲା। ଆମର ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଥିଲା। ସେଥିପାଇଁ ମେ ୭ ତାରିଖରେ ଆମେ କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲୁ, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ଉଚିତ ମନେ କରିଥିଲା। ଏହି ଲଢ଼େଇକୁ ମୋର ଲଢ଼େଇ ଭାବିଥିଲି। ଏହା ପରେ ଆମେ ପ୍ରତିଶୋଧ ନେଇଥିଲୁ, ଏଥିରେ ତାଙ୍କର ଯାହା କ୍ଷତି ହୋଇଛି, ପାକିସ୍ତାନ ଏଥିପାଇଁ ନିଜେ ଦାୟୀ ଥିଲେ। ଆମର ଏୟାର ଡିଫେନ୍ସ ସିଷ୍ଟମ ଏକ ପ୍ରାଚୀର ପରି ଠିଆ ହୋଇଥିଲା ଏବଂ ଶତ୍ରୁ ପକ୍ଷେ ଏହାକୁ ଭେଦ କରିବା ଅସମ୍ଭବ ଥିଲା।
Operation Sindoor: ଦିନକୁ ଦିନ ଅଧିକ ଅସ୍ତବ୍ୟସ୍ତ ହେଉଛି ପାକିସ୍ତାନ। ସୀମାରେ ଅଧିକ ସୈନ୍ୟ ମୁତ୍ତୟନ ସହ ଗୁଳି ବର୍ଷା କରି ସାଧାରଣ ଧନ ଜୀବନ ହାନୀ କରିବାକୁ ପଛାଉ ନାହିଁ। ଖାଲି ସେତିକି ନୁହେଁ ମିଛ ଖବର ପ୍ରସାର କରି ନିଜ ଲୋକଙ୍କ ଭିତରେ ଆସ୍ଥା ବୃଦ୍ଧି ଚାହୁଁଛୁ ପାକିସ୍ତାନ। ହେଲେ ଭାରତ ଏହାକୁ କଡ଼ା ଭାବେ ନିନ୍ଦା କରିବା ସହ ସାମରିକ କାର୍ଯ୍ୟାନୁଷ୍ଠାନର ଜବାବ ସାମରିକ ଅସ୍ତ୍ରରେ ପ୍ରଦାନ କରୁଛି।
Pakistani Tv Anchor Viral Video: भारत पाकिस्तान की लड़ाई के बीच पाकिस्तान के एक वीडियो ने लोगों को चौंका दिया. वीडियो में देखिए कैसे IPL के चक्कर में एंकर बौखला गए. लाइव टीवी पर एंकर कह रही है कि IPL बाहर जाएगा तभी उनको ठंडक पड़ेगी. इस पर उनके ही अंकर ने क्या जवाब दिया खुद ही देख लीजिए.
ନୂଆଦିଲ୍ଲୀ: ୦୭ ମଇ ୨୦୨୫ରେ ଅପରେସନ୍ ସିନ୍ଦୂର ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଭାରତ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ଲକ୍ଷ୍ୟଭିତ୍ତିକ, ସଠିକ ଏବଂ ଅଣଉତ୍ତେଜନାମୂଳକ ବୋଲି ବର୍ଣ୍ଣନା କରିଥିଲା। ଏଥିରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିଲା ଯେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯାଇ ନାହିଁ। ଏହା ସହିତ ମଧ୍ୟ କୁହାଯ
MEA on India vs Canada: विदेश मंत्रालय के प्रवक्ता अरिंदम बागची ने कहा कि कनाडा में भारतीय कांसुलेट और उच्चायोग का कामकाज खतरों और धमकियों से प्रभावित हुआ है। इसके चलते हम कनाडा में हम वीज़ा आवेदनों की प्रोसेसिंग में अभी समर्थ नहीं हैं। हम लगातार इनकी समीक्षा कर रहे हैं। जब स्थिति सामान्य होगी तो हम सामान्य प्रक्रिया बहाल करेंगे.
MEA on India vs Canada: विदेश मंत्रालय के प्रवक्ता अरिंदम बागची ने कहा कि कनाडा में भारतीय कांसुलेट और उच्चायोग का कामकाज खतरों और धमकियों से प्रभावित हुआ है। इसके चलते हम कनाडा में हम वीज़ा आवेदनों की प्रोसेसिंग में अभी समर्थ नहीं हैं। हम लगातार इनकी समीक्षा कर रहे हैं। जब स्थिति सामान्य होगी तो हम सामान्य प्रक्रिया बहाल करेंगे.
विदेश मंत्रालय के प्रवक्ता अनुराग श्रीवास्तव ने कहा, भारत जम्मू-कश्मीर के मामले पर कोई बातचीत नहीं करना चाहता है.