odisha temple

ଲୁକ୍କାୟିତ ଅବସ୍ଥାରେ ତ୍ରିଲୋଚନେଶ୍ୱର ମହାଦେବ, ଲିଙ୍ଗରାଜଠୁ ପୁରୁଣା ଏହି ମନ୍ଦିର

ଜଗତସିଂହପୁର ଜିଲ୍ଲାରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି। ଏହି ଜିଲ୍ଲାର ଇଷ୍ଟଦେବୀ ତଥା ବାକଦେବୀ, ମା' ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଓ ଜଗତତ୍ସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ। 

Sep 29, 2021, 07:01 AM IST

ଅବହେଳିତ ଅବସ୍ଥାରେ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିର

ସମ୍ବଲପୁରରେ ଅବସ୍ଥିତ ରାଜ୍ୟର ଏକ ମାତ୍ର ଗାନ୍ଧୀ ମନ୍ଦିରରେ ଜିଲ୍ଲା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ସବୁକିଛି ଶୂନସାନ। ବର୍ଷକ ଥରେ, ଦୁଇ ଥର ଗାନ୍ଧିଙ୍କ ମନ୍ଦିରରେ ଜିଲ୍ଲା ପ୍ରଶାସନ, ନେତା ମନ୍ତ୍ରୀଙ୍କ ପାଦ ପଡେ। ଅଉ ବଳକା ସମୟରେ ଅବହେଳିତ ହୋଇ ରୁହନ୍ତି ମହାତ୍ମା।

Mar 23, 2021, 06:04 PM IST

କାଳିଆ ଦର୍ଶନରେ ରାଜନୀତି, BJD ଉପରେ ଉଠିଲା ଅଙ୍ଗୁଳି

ନୂଆବର୍ଷ (New Year 2021) ଭିଡକୁ ଦେଖି ୨ ଦିନ ଶ୍ରୀମନ୍ଦିର (Srimandir) ବନ୍ଦ ଥିବା ବେଳେ ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଆରମ୍ଭ ହେବ। SOP ଓ କୋଭିଡ ନିୟମକୁ ପ୍ରାଥମିକତା ଦିଆଯିବ। କେବଳ କୋଭିଡ ନେଗେଟିଭ ଥିବା ଭକ୍ତ ଠାକୁରଙ୍କ ଦର୍ଶନ କରିପାରିବେ।

Dec 31, 2020, 09:27 PM IST

ଆଜିଠୁ ଲିଙ୍ଗରାଜ ଦର୍ଶନ, ଶ୍ରୀମନ୍ଦିର ପରି ସେବାୟତଙ୍କୁ ଅଗ୍ରାଧିକାର

କୋରୋନା କଟକଣା ଭିତରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଭଳି ଏକାମ୍ରକ୍ଷେତ୍ରରେ ମଧ୍ୟ ଠାକୁର ଦର୍ଶନ ପାଇଁ ସେବାୟତଙ୍କ ପରିବାରକୁ ଅଗ୍ରାଧିକାର ଦିଆଯାଇଛି।

Dec 27, 2020, 06:42 AM IST

ଗୋଳିପାଣିରେ ଶ୍ରୀମନ୍ଦିର ଖୋଲିବା SOP!

ପ୍ରଥମ ତିନିଦିନ ସେବାୟତଙ୍କ ପରିବାରକୁ ଦର୍ଶନର ସୁଯୋଗ ଦିଆଯାଇଛି। ସେମାନେ ସବୁ ଦୁଆରରୁ ପ୍ରବେଶ କରିପାରିବେ। ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ।

Dec 21, 2020, 05:43 PM IST

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜର ବିକାଶ

ଖୁବଶୀଘ୍ର ଆଇନ ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣ କରିଛନ୍ତି।

Dec 2, 2020, 09:41 PM IST